ETV Bharat / bharat

ପର୍ଯ୍ୟଟନ ଶିଳ୍ପକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅମର ପଟ୍ଟନାୟକ

author img

By

Published : Feb 9, 2021, 12:38 PM IST

ରାଜ୍ୟସଭାରେ ପର୍ଯ୍ୟଟନ ଶିଳ୍ପକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

ସାଂସଦ ଅମର ପଟ୍ଟନାୟକ
ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ: ରାଜ୍ୟସଭାରେ ପର୍ଯ୍ୟଟନ ଶିଳ୍ପକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ମହାମାରୀରେ ପର୍ଯ୍ୟଟନ ଶିଳ୍ପ ଧିମା ହୋଇଥିବାବେଳେ ଏହି ଶିଳ୍ପକୁ ନେଇ ହେଉଥିବା ଦାବି ଉପରେ ସରକାର କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସାଂସଦ ଅମର ପଟ୍ଟନାୟକ

ଯାହାର ଉତ୍ତର କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଦେଇଛନ୍ତି । ମହାମାରୀ ପରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ପାଇଁ ଉନ୍ନତି ଆସିଛି । ଅନେକ ରାଜ୍ୟରେ ପର୍ଯ୍ୟଟନରେ ଅଧିକ ଆୟ ହେଉଛି । କେବଳ ମହାରାଷ୍ଟ୍ର ଓ କେରଳକୁ ଛାଡିଦେଲେ ବାକି ରାଜ୍ୟରେ ଅପେକ୍ଷାକୃତ ଭଲ ସ୍ଥିତିରେ ପର୍ଯ୍ୟଟନ କ୍ଷେତ୍ର ଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.