ETV Bharat / bharat

ଟିଭିରେ ପୁଅର ଶପଥ ଦେଖି ମାଆ ଖୁସି

author img

By

Published : May 30, 2019, 8:02 PM IST

ପୁଅର ଶପଥ ଗ୍ରହଣ ଉତ୍ସବ ଦେଖିଲେ ମାଆ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବର ସିଧାପ୍ରସାରଣ ଟିଭିରେ ଦେଖିଲେ ମାଆ ହିରାବେନ ମୋଦି।

ଫଟୋ ସୌଜନ୍ୟ: ANI

ଅହମଦାବାଦ୍: ପୁଅର ଶପଥ ଗ୍ରହଣ ଉତ୍ସବ ଦେଖିଲେ ମାଆ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବର ସିଧାପ୍ରସାରଣ ଟିଭିରେ ଦେଖିଲେ ମାଆ ହିରାବେନ ମୋଦି । ଟିଭିରେ ପୁଅକୁ ଦେଖି ଉତ୍ସାହିତ ହୋଇ ପଡିଥିଲେ ମାଆ ।

ଯେତେବେଳେ ମୋଦି ଶପଥ ନେବାପାଇଁ ଆସିଥିଲେ ସେ ସମୟରେ ଟିଭିରେ ତାଙ୍କୁ ତାଙ୍କ ମାଆ ତାଙ୍କୁ ତାଳି ମାରି ଉତ୍ସାହିତ କରିଥିଲେ । ତେବେ ମୋଦିଙ୍କ ପରିବାରର କାହାକୁ ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରଣ ମିଳିନଥିଲା ।

ଏଠାରେ ସୂଚନାଯୋଗ୍ୟ, ମୋଦି ନିଜର ଦ୍ବିତୀୟ ପାଳିର ଶପଥ ଗ୍ରହଣ କରିସାରିଛନ୍ତି । ତାଙ୍କ ସହ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ନେଉଛନ୍ତି ।

।।ବରଗଡ଼।।
ମେସିନ ସାହାଯ୍ୟରେ ବିଲରୁ ଧାନ ଅମଳ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟି ମେସିନ ସହ ଟ୍ରାକ୍ଟର ଓ ଦୁଇ ଏକର ଚାଷଜମିର ଧାନ ଜଳି ନଷ୍ଟ ହୋଇଯାଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ଗାଁ ରେ ଭଗବତିଆ ପଧାନ ନାମକ ଜଣେ ଧାନଚାଷୀ ତାଙ୍କ ଉପାର୍ଜିତ ଧାନକୁ ବିଲରୁ ମେସିନ ସାହାଯ୍ୟରେ ସଂଗ୍ରହ କରୁଥିଲେ । ସେହି ଗ୍ରାମର ପ୍ରଶାନ୍ତ ସାହୁଙ୍କ ଟ୍ରାକ୍ଟର ଓ ମେସିନ ଲଗାଇ ଧାନ ସଂଗ୍ରହ କରୁଥିବା ସମୟରେ ହାଠାତ ଟ୍ରାକ୍ଟର ରେ ନିଆଁ ଲାଗିଯାଇଥିଲା । ଦେଖୁଁ ଦେଖୁଁ  ନିଆଁ ଧାନଗଦାରେ ଲାଗିଯାଇଥିଲା ଏବଂ ଭାଗବତିଆଙ୍କ ଦୁଇ ଏକର ଜମିର ଧାନ ପୋଡ଼ି ନଷ୍ଟ ହୋଇଯାଇଥିଲା । ବରଗଡ଼ ଅଗ୍ନିଶମ ବିଭାଗ କୁ ଗ୍ରାମ ଲୋକେ ଖବର ଦେବା ପରେ ଘଟଣାସ୍ଥଳକୁ ବିଭାଗୀୟ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ମେସିନ ଓ ଟ୍ରାକ୍ଟର ରେ ଲାଗିଥିବା ନିଆକୁ ଲୋଭେଇଥିଲେ କିନ୍ତୁ ଅମଳ ଧାନ ସବୁ ନିଆଁରେ ପାଉଁଶ ହୋଇସାରିଥିଲା ।
ଭିଡ଼ିଓ whatsapp ରେ ଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.