ETV Bharat / bharat

2 କୋଟି ଲୋକଙ୍କ ପାସୱାର୍ଡ '123456' , ଚିନ୍ତାରେ ସାଇବର ସେଲ - password

ସାଇବର ସିକ୍ୟୁରିଟି ବୋର୍ଡର ଆଶ୍ଚର୍ଯ୍ୟକର ରେକର୍ଡ । ବର୍ତ୍ତମାନ ସମୟରେ ଦେଶର ପାଖାପାଖି 2 କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ପାସୱାର୍ଡ ରେକର୍ଡ 123456 ଥିବା ଜଣାପଡିଛି ।

ଫାଇଲ ଫଟୋ
author img

By

Published : Apr 24, 2019, 2:49 PM IST

ନୂଆଦିଲ୍ଲୀ: ସେଫ୍ଟି ସିକ୍ୟୁରିଟି ଓ ନିଜର ଗୋପନୀୟ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ପାସୱାର୍ଡ ରଖିଥାନ୍ତି । ଏହି ପାସୱାର୍ଡ କେତେ ଜଣ ସହଜ ରଖିଥାନ୍ତି ତ ଆଉ କେତେ ଜଣ ଟିକେ ଜଟିଳ ରଖିଥାନ୍ତି । କିନ୍ତୁ ବର୍ତ୍ତମାନ ସାଇବର ସିକ୍ୟୁରିଟି ବୋର୍ଡ ଦ୍ବାରା ପ୍ରକାଶ ପାଇଥିବା ପାସୱାର୍ଡ ରେକର୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ବର୍ତ୍ତମାନ ସମୟରେ ଦେଶର ପାଖାପାଖି 2 କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ପାସୱାର୍ଡ ରେକର୍ଡ 123456 ଥିବା ଜଣାପଡିଛି । ତେଣୁ ଏତେ ସଂଖ୍ୟକ ବ୍ୟକ୍ତିଙ୍କ ସମାନ ପାସୱାର୍ଡ ଆଗାମୀ ଦିନରେ ଅସୁବିଧାର କାରଣ ହୋଇପାରେ ବୋଲି ଜାତୀୟ ସାଇବର ସିକ୍ୟୁରିଟି ସୂଚନା ଦେଇଛି । ତେବେ ଏନସିଏସସିର ଡାଟାବେସ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି 2.3 ମିଲିୟନ ଲୋକ '123456' ପାସୱାର୍ଡ ବ୍ୟବହାର କରୁଛନ୍ତି । ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ '123456789' ଅଧିକ ପରିମାଣରେ ବ୍ୟବହାର ହେଉଛି ।

ଏହି ପାସୱାର୍ଡ ମୋବାଇଲ ହ୍ୟାକର୍ସଙ୍କ ପାଇଁ ଏକ ସହଜ ଉପାୟ ହେବ ବୋଲି ସାଇବର ସେଲ ପ୍ରକାଶ ପାଇଛି । ଏହାକୁ ଛାଡି ପ୍ରଥମ ପଞ୍ଚମ ସ୍ଥାନ ଭିତରେ 'କ୍ୟୁଡବ୍ଲୁଇଆରଟିୱାଇ ' ଓ '1111111' । ଏହାସହ ପାସୱାର୍ଡରେ ନମ୍ବର ବ୍ୟତୀତ ବହୁଳ ବ୍ୟବହୃତ ନାମ ଗୁଡିକ ହେଲା ଆସଲେ, ମିଚେଲ,ଜେସିକା ଓ ଚାର୍ଲି ।

Intro:Body:

dfhhd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.