ETV Bharat / bharat

ଜୁନ 4 ସୁଦ୍ଧା କେରଳ ଛୁଇଁବ ମୌସୁମୀ - weather

ଜୁନ 4 ସୁଦ୍ଧା ଭାରତକୁ ଛୁଇଁବ ମନସୁନ । ତେବେ ମନସୁନ ପ୍ରଥମେ କେରଳରେ ଅର୍ଥାତ ଜୁନ 1ରେ ଅବତରଣ କରିବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ପ୍ରତିକାତ୍ମକ ଫଟୋ
author img

By

Published : May 14, 2019, 8:48 PM IST

ନୂଆଦିଲ୍ଲୀ: ଆଉ 15 ଦିନ ପରେ ତାତିରୁ ମିଳିବ ମୁକ୍ତି । ଚଳିତଥର ଟିକେ ବିଳମ୍ବରେ ଆସୁଛି ମୌସୁମୀ । ପାଣିପାଗ ବିଭାଗ ଅନୁସାରେ ଜୁନ 4 ସୁଦ୍ଧା ଭାରତ ଛୁଇଁବ ମୌସୁମୀ । ପ୍ରଥମେ କେରଳରେ ଅର୍ଥାତ ଜୁନ 1ରେ ଅବତରଣ କରିବ । ଏହାର ସୂଚନା ଦେଇଛି ଘରୋଇ ପାଣିପାଗ ବିଭାଗ ସ୍କାଇମେଟ ।

ସେପଟେ ମନସୁନ ବିଳମ୍ବରେ ଆସିବା ସହ ଚଳିତଥର କମ ବର୍ଷା ହେବାର ସମ୍ଭାବନା ରହିଛି । ସ୍କାଇମେଟର ସିଇଓ ଜତିନଙ୍କ କହିବା କଥା ହେଲା ଚଳିତ ଥର ଦେଶରେ ସବୁଥର ଅପେକ୍ଷା କମ ବର୍ଷା ହେବ । ମେ 22 ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପହଞ୍ଚିପାରେ ବର୍ଷା । ସୂଚନାଥାଉକି 2018 ମସିହାରେ ସବୁଠୁ କମ ବର୍ଷା ହୋଇଥିଲା । ଦେଶର 12ଟି ସ୍ଥାନରେ ବହୁତ କମ ବର୍ଷା ହୋଇଛି ।

SLUG-KALO BAISAKHI
AVO-MRUTYUNJAY SENAPATI,MAYURBHANJ
DATE-14.05.2019
ANCHOR-ମୟୁରଭଞ୍ଜ ଜିଲ୍ଲାରେ ତାତି ରୁ ମିଳିଛି ତ୍ରାହି।ଆଜି ଦ୍ୱିପ୍ରହର ରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି। ବାରିପଦା ସହରରେ ଦ୍ବିପ୍ରହର ରେ ହଠାତ ବର୍ଷା ସହ ପବନ ମାଡି ଆସିଥିଲା। ପବନ ର ବେଗ ଅଧିକ ଥିବାରୁ ବିଭିନ୍ନ ସ୍ଥାନରେ ଗଛ ପଡିଛି। ବର୍ଷା ପବନ ସାଙ୍ଗକୁ କିଛି ସମୟ ପୁରା ଅନ୍ଧାର ହେଇଥିଲା ବାରିପଦା ସହର। ତେବେ କେବଳ ବାରିପଦା ସହର ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ପବନ ହୋଇଥିବା ଖବର ମିଳିଛି।  କିଛି ଦିନ ଧରି ତାତିରେ ଆଉଟ ପାଉଟ ହେଉଥିବା ଲୋକେ କାଳ ବୈଶାଖୀ ବର୍ଷା ରେ ଅଶ୍ବସ୍ତି ଲାଭ କରିଛନ୍ତି।
Visual MOJO

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.