ETV Bharat / bharat

ଜୁନ୍ 28ରେ ମୋଦିଙ୍କ ଜାପାନ ଗସ୍ତ, ଟ୍ରମ୍ପଙ୍କ ସହ କରିବେ ଆଲୋଚନା - Japan

ଦ୍ବତୀଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଜୁନ 28ରେ କରିବେ ଜାପାନ ଗସ୍ତ । ଜି-20 ଶିଖର ସମ୍ମୀଳନୀରେ ଯୋଦ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ସହ କରିବେ ଆଲୋଚନା ।

ଫାଇଲ ଫଟୋ
author img

By

Published : May 25, 2019, 11:15 AM IST

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ନରେନ୍ଦ୍ର ମୋଦି । ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ନେବେ ଶପଥ । ଦ୍ବିତୀୟ ପାଳିରେ ପ୍ରଥମଥର ପାଇଁ ଜୁନ୍ 28ରେ ମୋଦି ଜାପାନ ଗସ୍ତ କରିବେ ।

ଜି-20 ଶିଖର ସମ୍ମିଳନୀ ଯୋଗଦେବେ ମୋଦି । ଏହି ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ସହ କରିବେ ଆଲୋଚନା । ଭାରତ- ଆମେରିକା ରଣନୀତି ବିଷୟରେ ହେବ ବୈଠକ । ଏହି ସମୟରେ ଦୁଇ ଦେଶର ବୈଦେଶିକ ନୀତି, କୂଟନୀତି ଓ ଆର୍ଥିକ କାରବାର ଆଦି ସମ୍ବନ୍ଧରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଶିଖର ସମ୍ମିଳନୀକୁ ଆସିଥିବା ଅନ୍ୟ ରାଷ୍ଟ୍ରର ନେତାମାନଙ୍କ ସହ ମଧ୍ୟ ମୋଦି ମଧ୍ୟ କରିବେ ଆଲୋଚନା । ଏହାରି ଭିତରେ ନରେନ୍ଦ୍ର ମୋଦି ଦ୍ବୀତିୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ଅନେକ ରାଷ୍ଟ୍ର ମୁଖ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.