ETV Bharat / bharat

ଭୁଟାନରେ ପହଞ୍ଚିଲେ ମୋଦି - ଏମଓୟୁ ସ୍ବାକ୍ଷର

2 ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ଅନେକ ଚୁକ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 17, 2019, 8:45 AM IST

Updated : Aug 17, 2019, 11:54 AM IST

ନୂଆଦିଲ୍ଲୀ: ଦ୍ୱିତୀୟ ପାଳି ସରକାରର ପ୍ରଥମ ବିଦେଶ ଗସ୍ତରେ ଯାଇ ଭୁଟାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶନିବାର ଠାରୁ ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି ସେ । ଆଜି ଅପରାହ୍ନରେ ଭୁଟାନ ପ୍ରତିପକ୍ଷଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୂଟାନ ସହ ଅନେକ ଚୁକ୍ତି ସ୍ବାକ୍ଷର କରିବ ଭାରତ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଡାକ ଟିକଟ ଏବଂ RuPay କାର୍ଡର ଉନ୍ମୋଚନ କରିବେ ।

ଭିଡିଓ ସୌଜନ୍ୟ: ଏଏନଆଇ

ମୋଦି ଭୁଟାନର ପାରୋ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପରେ ମୋଦି ବିମାନ ବନ୍ଦରରୁ ସେମଟୋଖା ଜୋଙ୍ଗ ଅଭିମୁଖେ ଯାତ୍ରା କରିବେ । ତାସିଛୋଜୋଙ୍ଗରେ ମଧ୍ୟ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ ।

Intro:Body:

BLANK FOR LINK 

Conclusion:
Last Updated : Aug 17, 2019, 11:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.