ETV Bharat / bharat

ଆସନ୍ତାକାଲି ସକାଳେ ଦେଶବାସୀଙ୍କ ପାଇଁ ମୋଦିଙ୍କ ଭିଡିଓ - ଦେଶବାସୀଙ୍କ ପାଇଁ ମୋଦିଙ୍କ ଭିଡିଓ

ଶୁକ୍ରବାର ଭିଡିଓ ମାଧ୍ୟମରେ ଦେଶବାସୀଙ୍କୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ମୋଦି । ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢ଼ନ୍ତୁ...

pm modi, message with the country , pm modi video, ଦେଶବାସୀଙ୍କ ପାଇଁ ମୋଦିଙ୍କ ଭିଡିଓ, ଭିଡିଓ ବାର୍ତ୍ତା
ଦେଶବାସୀଙ୍କ ପାଇଁ ମୋଦିଙ୍କ ଭିଡିଓ
author img

By

Published : Apr 2, 2020, 6:33 PM IST

ହାଇଦ୍ରାବାଦ: ଆସନ୍ତାକାଲି(ଶୁକ୍ରବାର) ସକାଳ 9ଟାରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ଭିଡିଓ ସେୟାର କରିବେ । ଏନେଇ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।

  • At 9 AM tomorrow morning, I’ll share a small video message with my fellow Indians.

    कल सुबह 9 बजे देशवासियों के साथ मैं एक वीडियो संदेश साझा करूंगा।

    — Narendra Modi (@narendramodi) April 2, 2020 " class="align-text-top noRightClick twitterSection" data=" ">

ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଆସନ୍ତାକାଲି ସକାଳ 9ଟା ରେ ଦେଶବାସୀଙ୍କ ପାଇଁ ଏକ ଛୋଟ ଭିଡିଓ ବାର୍ତ୍ତା ସେୟାର କରିବି ।’(At 9 AM tomorrow morning, I’ll share a small video message with my fellow Indians) ।

ତେବେ ସାରାଦେଶରେ କୋରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଛି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସାରା ଦେଶବାସୀ ଅପେକ୍ଷା କରି ରହିବେ । ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି ଜନତା କର୍ଫ୍ୟୁ ଓ ଲକଡାଉନ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.