ETV Bharat / bharat

ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ - ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଯୋଡି ହୋଇଛି ଆଉ ଏକ ସମ୍ମାନଜନକ ମେଡାଲ। ଗୁରୁବାର ତାଙ୍କୁ ମିଳିଛି ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଜାୟେଦ ମେଡାଲ’।

ପଟୋ ସୌଜନ୍ୟ: ସୋସିଆଲ ମିଡିଆ @ଟ୍ବିଟର
author img

By

Published : Apr 4, 2019, 7:24 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଯୋଡି ହୋଇଛି ଆଉ ଏକ ସମ୍ମାନଜନକ ମେଡାଲ । ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଜାୟେଦ ମେଡାଲ’ ମୋଦିଙ୍କୁ ମିଳିଛି ।ସଂଯୁକ୍ତ ଆରବ ଏମିରେଟ (ୟୁଏଇ) ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଦିଗରେ ମୋଦିଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ସମ୍ମାନ ମିଳିଛି ।

  • We have historical and comprehensive strategic ties with India, reinforced by the pivotal role of my dear friend, Prime Minister Narendra Modi, who gave these relations a big boost. In appreciation of his efforts, the UAE President grants him the Zayed Medal.

    — محمد بن زايد (@MohamedBinZayed) April 4, 2019 " class="align-text-top noRightClick twitterSection" data=" ">

ଆବୁ ଧାବିର ଯୁବରାଜ ମହମ୍ମଦ ବିନ୍‌ ଜାୟେଦ ଅଲ ନାହ୍ୟାନ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଉଭୟ ଐତିହାସିକ ଓ ସାମରିକ ସମ୍ପର୍କ ରହିଛି । ବନ୍ଧୁ ନରେନ୍ଦ୍ର ମୋଦିଙ୍କ ନିଃସ୍ବାର୍ଥଉଦ୍ୟମ ପାଇଁସମ୍ପର୍କ ଅଧିକ ସୁଦୃଢ ହୋଇ ପାରିଛି । ତେଣୁ ତାଙ୍କ ଉଦ୍ୟମକୁ ପ୍ରଶଂସା ପୂର୍ବକ ୟୁଏଇ ରାଷ୍ଟ୍ରପତିଙ୍କ ଦ୍ବାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାୟେଦ ମେଡାଲ ପ୍ରଦାନ କରାଯାଉଛି।

ୟୁଏଇ ଦ୍ବାରା ଏହି ସମ୍ମାନକୁ ସ୍ବାଗତ କରି ପିଏମ୍‌ ମୋଦି ଏହାକୁ ଗ୍ରହଣ କରିବା ସହ ଟ୍ବିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି ।

  • Thank you, Your Highness Mohamed bin Zayed Al Nahyan.

    I accept this honour with utmost humility.

    Under your visionary leadership, our strategic ties have reached new heights. This friendship is contributing to the peace and prosperity of our people and planet. https://t.co/gtAy00uffw

    — Chowkidar Narendra Modi (@narendramodi) April 4, 2019 " class="align-text-top noRightClick twitterSection" data=" ">

Intro:Body:

ବିଶ୍ବକପ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ: ଇଂଲଣ୍ଡ ଓ ୱେଲସରେ ଆସନ୍ତା 30ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ । ଏଥିଲାଗି ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତାର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାକଅପ ୱିକେଟ କିପର ଭାବେ ଟମ ବ୍ଲୁଣ୍ଡେଲଙ୍କୁ ସାମିଲ କରାଯାଇଛି ।

ତେବେ 6ଥର ସେମିଫାଇନାଲ ଖେଳିଥିବା ଓ ଶେଷଥର ଫାଇନାଲରେ ହାରିଥିବା ନ୍ୟୁଜିଲାଣ୍ଡ ଦଳ ଆଗାମୀ ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବ୍ଲାକ କ୍ୟାପ ଦଳ ଦିନିକିଆ ମାନ୍ୟତାର ୩ୟ ସ୍ଥାନରେ ରହିଛି । ମାନ୍ୟତାର ପ୍ରଥମରେ ଇଂଲଣ୍ଡ ଓ 3ୟ ସ୍ଥାନରେ ଭାରତ ରହିଛି ।

ଟମ ଲଥାମଙ୍କ ସମେତ ବ୍ଲୁଣ୍ଡେଲଙ୍କୁ ୱିକେଟ କିପର ଭାବେ ଦଳରେ ସାମିଲ କରାଯାଇଛି । ମୁଖ୍ୟ ସ୍ପିନର ଭାବେ ମିଚେଲ ସାଣ୍ଟନର ଦଳରେ ସ୍ଥାନ ପାଇଥିବାବେଳେ ତାଙ୍କ ସହିତ ରହିଛନ୍ତି ଇଶ ସୋଧି । ସେହିପରି ଅଲରାଉଣ୍ଡ ଭାବେ ଜିମି ନିଶାମ ଓ କଲିନ ଡେ ଗ୍ରାଣ୍ଡହୋମ ଦଳରେ ସ୍ଥାନ ପାଇଛନ୍ତି । ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫରଗ୍ୟୁସନ ଦଳରେ ପେସ ଆଟାକ ଭାବେ ସ୍ଥାନ ପାଇଛନ୍ତି ।

ନ୍ୟୁଜିଲାଣ୍ଡ ଦଳ: କେନ ଓ୍ବିଲିୟମସନ (ଅଧିନାୟକ), ଟମ ବ୍ଲୁଣ୍ଡେଲ, ଟମ୍‌ ଲଥାମ, (ୱିକେଟକିପର), ଟ୍ରେଣ୍ଟ ବୋଲ୍ଟ, କଲିନ ଡେ ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, କଲିନ ମୁନ୍‌ରୋ, ମାର୍ଟିନ ଗୁପଟିଲ, ମ୍ୟାଟ ହେନ୍‌ରୀ, ଜିମି ନିଶାମ, ହେନରୀ ନିକୋଲସ, ମିଚେଲ ସାଣ୍ଟନର, ଇଶ ସୋଧି, ଟିମ୍‌ ସୌଦି ଓ ରସ ଟେଲର ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.