ETV Bharat / bharat

ସିଏଏ-ଏନଆରସି ବିରୋଧରେ ବଲିଉଡର 300ରୁ ଉର୍ଦ୍ଧ୍ବ କଳାକାର

author img

By

Published : Jan 26, 2020, 6:44 PM IST

ସିଏଏ-ଏନଆରସିକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ ପ୍ରଦର୍ଶନ କରାଯାଉଛି । ଅନ୍ୟପକ୍ଷେ ଏହି ବିରୋଧ ପ୍ରଦର୍ଶନ ମଧ୍ୟରେ ବଲିଉଡର ଅନେକ ବଡ ବଡ କଳାକାର ସିଏଏ ବିରୋଧରେ ମାମଲା ରୁଜୁ କରିଛନ୍ତି । ଅଧିକ ପଢନ୍ତୁ...

mira nair and naseeruddin shah
ଡିଜାଇନ ଫଟୋ

ନୂଆଦିଲ୍ଲୀ: ସିଏଏ-ଏନଆରସିକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ ପ୍ରଦର୍ଶନ କରାଯାଉଛି । ଅନ୍ୟପକ୍ଷେ ଏହି ବିରୋଧ ପ୍ରଦର୍ଶନ ମଧ୍ୟରେ ବଲିଉଡର ଅନେକ ବଡ ବଡ କଳାକାର ସିଏଏ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏହି ବଲିଉଡ କଳାକାର ସିଏଏ-ଏନଆରସିକୁ ବିରୋଧ କରି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମର୍ଥନ ଜଣାଇଛନ୍ତି । ଏଥିରେ ଫିଲ୍ମ ନିର୍ମାତା ମୀରା ନାୟର, ନନ୍ଦିତା ଦାସ, ଅଭିନେତା ନସୀରୁଦ୍ଦିନ ଶାହ, ଜାଭେଦ ଜାଫରୀ, ପାର୍ଥ ଚାଟାର୍ଜୀ, ଅନିତା ଦେସାଇ, କିରଣ ଦେସାଇ, ଟୀଏମ କୃଷ୍ଣା, ରତ୍ନା ପାଠକ, ଆଶିଷ ନନ୍ଦୀ ଓ ଗାୟତ୍ରୀ ଚକ୍ରବର୍ତ୍ତୀ ସମେତ 300ରୁ ଉର୍ଦ୍ଧ୍ବ କଳାକାର ।

ବଲିଉଡର କଳାକାର ମାନେ ସିଏଏ-ଏନଆରସିକୁ ବିରୋଧ କରି ଛାତ୍ରଙ୍କ ସହ ସାମିଲ ହୋଇଛନ୍ତି ଓ ସାମୁହିକ ଏକ ପତ୍ରରେ ହସ୍ତାକ୍ଷର ମଧ୍ୟ କରିଛନ୍ତି । ଦେଶର ଆତ୍ମା ସଙ୍କଟରେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ଆମ ମଧ୍ୟରୁ ଅନେକ ଅନ୍ୟାୟ ଦେଖି ମଧ୍ୟ ଚୁପ୍ ରହିଆସୁଛେ, ଏହି ସମୟରେ ସମ୍ବିଧାନର ସିଦ୍ଧାନ୍ତକୁ ବଜାୟ ରଖିବା ପାଇଁ ଛାତ୍ର କରୁଥିବା ବିରୋଧ ପ୍ରସଂଶନୀୟ ବୋଲି କହିଛନ୍ତି ବଲିଉଡ ସେଲିବ୍ରିଟି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.