ETV Bharat / bharat

ସୁମଥାଙ୍କ କିଚେନ ଗାର୍ଡେନ, ଦେଖନ୍ତୁ ଭିଡିଓ - Meet Sumathi Chelliah

ନିଜ ପରିବାରକୁ ପୁଷ୍ଟିକ ଖାଦ୍ୟ ଦେଉଛନ୍ତି ରାଜଧାନୀର ସୁମଥା ଚେହଲାହ। ସେ ନିଜ ଘରେ କରୁଛନ୍ତି ପରିବା ଚାଷ । ଅଧିକ ପଢନ୍ତୁ...

Meet Sumathi Chelliah
ସୁମଥାଙ୍କ କିଚେନ ଗାର୍ଡେନ
author img

By

Published : Mar 3, 2020, 3:47 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବଡ ଚିନ୍ତାରେ ପରିଣତ ହେଲାଣି । ଏହି ସମୟରେ ସୁଦ୍ଧ ପନିପରିବା ମିଳିବା କଷ୍ଟକର ହୋଇପଡିଛି । ହେଲେ ଏହି ସମୟରେ ନିଜ ପରିବାରକୁ ପୁଷ୍ଟିକ ଖାଦ୍ୟ ଦେଉଛନ୍ତି ରାଜଧାନୀର ସୁମଥା ଚେହଲାହ। ସେ ନିଜ ଘରେ କରୁଛନ୍ତି ପରିବା ଚାଷ ।

ସୁମିଥାଙ୍କ କିଚେନ ଗାର୍ଡେନ

ଏହାସହ ଅନ୍ୟ ଗୃହିଣୀ ମାନଙ୍କୁ ମଧ୍ୟ ଏଭଳି କରିବାର ଟିପ୍ସ ଦେବା ସହ ଘରେ ଘରେ ଏହି ପ୍ରଣାଳୀ ଆପଣାଇ ଚାଷ କରିବା ପାଇଁ ଉଦ୍ୟମ କରୁଛନ୍ତି ସେ। ତେବେ ସୁମଥା 2014ରୁ ଘରେ ପରିବା ଚାଷ କରିବା ଆରମ୍ଭ କରିଥିଲେ । ବଜାରରରୁ ଧୂଳିମିଶା ପନିପରିବା ନକିଣି ବର୍ତ୍ତମାନ ସେ ଘରେ ହିଁ ପୁଷ୍ଟିକ ଖାଦ୍ୟ ଖାଉଛନ୍ତି ।

kitchen garden
ସୁମଥାଙ୍କ କିଚେନ ଗାର୍ଡେନ

ଘର ଭିତରେ ହିଁ ଷ୍ଟ୍ରବେରୀ ଚାରା ଲଗାଇ ଫଳ ମଧ୍ୟ ପାଇପାରୁଛନ୍ତି । ତେବେ ସେ ଦିଲ୍ଲୀରେ ଆୟୋଜିତ 33 ତମ ଉଦ୍ୟାନ ଫେଷ୍ଟିଭାଲରେ ନିଜେ ଲଗାଇଥିବା ଗଛର ପ୍ରଦର୍ଶନ କରିଥିଲେ । ସୁମଥୀ ତେଲେଙ୍ଗାନା କୃଷି ବିଶ୍ବବିଦ୍ୟାଳୟରୁ ତାଲିମ ନେବା ପରେ ସେ ନିଜ ଘରେ ହିଁ ଗଛ ଲଗାଇବା ଆରମ୍ଭ କରିଥିଲେ ।

kitchen garden
ସୁମଥାଙ୍କ କିଚେନ ଗାର୍ଡେନ

ସୁମଥାଙ୍କ କିଚେନ ଗାର୍ଡେନର ତାଙ୍କର ସନ୍ତାନ ମଧ୍ୟ ସାହାଯ୍ୟ କରିଥାନ୍ତି । ଝିଅ ମନାଲୀଙ୍କ କହିବା ଅନୁସାରେ, ଘରେ ଲାଗିଥିବା ସବୁ ପନିପରିବା ଓ ଫଳ ଗଛ ଭିତରୁ ଷ୍ଟ୍ରବେରୀ ଗଛ ଭିନ୍ନ । କାରଣ ସାଧାରଣ ଏହି ଫଳ ସହଜରେ ମିଳିନଥାଏ । ଏହାସହ ଘରେ ଏପରି ଗଛ ଲଗାଇବା ଦ୍ବାରା ମନ ସହ ଶରୀର ସୁସ୍ଥ ରହିଥାଏ ।

kitchen garden
ସୁମଥାଙ୍କ କିଚେନ ଗାର୍ଡେନ

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.