ETV Bharat / bharat

ଉଲାର ହ୍ରଦରୁ ମାଆ ଝିଅଙ୍କୁ ଉଦ୍ଧାର କଲେ ମାର୍କୋସ କମାଣ୍ଡୋ

ଡଙ୍ଗା ଓଲଟିପଡିବାରୁ ବୁଡିଯାଉଥିବା ମାଆ ଝିଅଙ୍କୁ ଭାରତୀୟ ଜଳସେନାର ମାର୍କୋସ କମାଣ୍ଡୋ ଉଦ୍ଧାର କରିଛନ୍ତି।

ଫଟୋ ସୌଜନ୍ୟ: ଏଏନ୍‌ଆଇ
author img

By

Published : Jun 20, 2019, 1:01 PM IST

ବାନ୍ଦୀପୋରା: ଡଙ୍ଗା ଓଲଟିପଡିବାରୁ ବୁଡିଯାଉଥିବା ମାଆ ଝିଅଙ୍କୁ ଭାରତୀୟ ଜଳସେନାର ମାର୍କୋସ କମାଣ୍ଡୋ ଉଦ୍ଧାର କରିଛନ୍ତି । ଜାମ୍ମୁକାଶ୍ମୀରର ବନ୍ଦୀପୁରା ଜିଲ୍ଲାର ଉଲାର ହ୍ରଦରେ ଏହି ଘଟଣା ଘଟିଛି ।

ରଫିବା ବେଗମ ଓ ତାଙ୍କ ଝିଅ ଡଙ୍ଗାଟିରେ ଗୃହ ଉପକରଣ ସାମଗ୍ରୀ ନେଇ ସାପୋର ଯାଉଥିଲେ । ଡଙ୍ଗା ବୁଡିଯିବା ପରେ ମାର୍କୋସ କମାଣ୍ଡୋ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିଥିଲା । ସ୍ଥାନୀୟ ଲୋକେ ସେମାନଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ବେଗମ ମଧ୍ୟ ସେମାନଙ୍କ ସାହସିକତାକୁ ତାରିଫ କରିଛନ୍ତି । ମାର୍କୋସ କମାଣ୍ଡୋ ଭାରତୀୟ ଜଳସେନାର ସ୍ବତନ୍ତ୍ର ୟୁନିଟ୍‌ । ଯେଉଁମାନେ ସମୁଦ୍ରମଧ୍ୟରେ ସ୍ବତନ୍ତ୍ର ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି।

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.