ETV Bharat / entertainment

ଫିଲ୍ମଫେୟାର OTT ଆୱାର୍ଡ; କରୀନା-ଦିଲଜିତଙ୍କୁ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ, ଏହି ତାରକା ବି ମାରିଲେ ବାଜି - FILMFARE OTT AWARDS 2024 WINNERS

ଫିଲ୍ମଫେୟାର OTT ପୁରସ୍କାର 2024 ର ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । କିଏ କେଉଁ ଆୱାର୍ଡ ହାତେଇଛି ? ଜାଣନ୍ତୁ,

FILMFARE OTT AWARDS 2024 WINNERS
FILMFARE OTT AWARDS 2024 WINNERS (ANI)
author img

By ETV Bharat Entertainment Team

Published : Dec 2, 2024, 4:24 PM IST

ହାଇଦ୍ରାବାଦ: 2024 ବର୍ଷ ମଧ୍ୟ OTT ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ବିବେଚନା କରାଯାଏ । ବଡ ପରଦା ସହିତ ଚଳଚ୍ଚିତ୍ର ଏବଂ ସିରିଜ ମଧ୍ୟ OTTରେ ରାଜ୍ କରିଥିଲା । ଗତ ଡିସେମ୍ବର 1 ରେ ଫିଲ୍ମଫେୟାର OTT ପୁରସ୍କାର ଆୟୋଜନ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ସିରିଜ ପାଇଁ ପୁରସ୍କାର ପ୍ରଦାନ କରାଯାଇଥାଏ । ଫିଲ୍ମଫେୟାର OTT ପୁରସ୍କାରର 5th ମ ସଂସ୍କରଣ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଏହି ସଂସ୍କରଣରେ 39 ଟି ବର୍ଗରେ ସର୍ବୋତ୍ତମ ୱେବ୍ ସିରିଜ ଏବଂ ଚଳଚ୍ଚିତ୍ର ମନୋନୀତ ହୋଇଥିଲେ । ଏହି କାର୍ଯକ୍ରମରେ ଡିଜିଟାଲ ମନୋରଞ୍ଜନ ଜଗତର ଶ୍ରେଷ୍ଠ ସେଲିବ୍ରିଟି, ନିର୍ଦ୍ଦେଶକ ସାମିଲ ହୋଇଥିଲେ । ତେବେ ଜାଣନ୍ତୁ, କିଏ କେଉଁ ଆୱାର୍ଡ ହାତେଇଛି ? ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା...

ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା...

  • ଶ୍ରେଷ୍ଠ ଅଭିନେତା (ୱେବ୍ ଅରଜିନାଲ ଚଳଚ୍ଚିତ୍ର) - ଦିଲଜିତ୍ ଦୋସାଞ୍ଜ (ଅମର ସିଂ ଚମକିଲା)
  • ଶ୍ରେଷ୍ଠ ଅଭିନେତ୍ରୀ (ୱେବ୍ ଅରଜିନାଲ ଚଳଚ୍ଚିତ୍ର) - କରୀନା କପୁର ଖାନ (ଜାନେ ଜାନ)
  • ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)- ଜୟଦୀପ ଅହଲାୱତ (ଜାନେ ଜାନ)
  • ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ)- ଅନନ୍ୟା ପାଣ୍ଡେ (ଖୋ ଗାଏ ହମ୍ କାହାଁ)
  • ଶ୍ରେଷ୍ଠ ଚଳଚ୍ଚିତ୍ର (ୱେବ୍ ଅରଜିନାଲ)- ଅମର ସିଂ ଚମକିଲା
  • ଶ୍ରେଷ୍ଠ ନିର୍ଦ୍ଦେଶକ- ଇମତିଆଜ ଅଲି (ଅମର ସିଂ ଚମକିଲା)
  • ଶ୍ରେଷ୍ଠ ସହ-ଅଭିନେତ୍ରୀ- ଭାମିକା ଗାବି (ଖୁଫିଆ)
  • ଶ୍ରେଷ୍ଠ ସଂଳାପ- ଇମତିଆଜ ଅଲି ଏବଂ ସାଜିଦ ଅଲି (ଅମର ସିଂ ଚମକିଲା)
  • ଶ୍ରେଷ୍ଠ ଅରିଜିନାଲ୍ କାହାଣୀ ଚଳଚ୍ଚିତ୍ର- ଇମତିଆଜ ଅଲି ଏବଂ ସାଜିଦ ଅଲି (ଅମର ସିଂ ଚମକିଲା)
  • ଶ୍ରେଷ୍ଠ ପୃଷ୍ଠଭୂମି ସଂଗୀତ- ଆର୍ ରେହମାନ (ଅମର ସିଂ ଚମକିଲା)
  • ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ଚଳଚ୍ଚିତ୍ର- ଅର୍ଜୁନ ବରଣ ସିଂ (ଖୋ ଗାଏ ହମ୍ କାହାଁ)
  • ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ସିରିଜ୍ - ଶିବ ରାୱେଲ୍ (ଦ ରେଲୱେ ମ୍ୟାନ୍)
  • ଶ୍ରେଷ୍ଠ କାହାଣୀ- ଜୋୟା ଅଖତର, ଅର୍ଜୁନ ବରଣ ସିଂ ଏବଂ ରେମା କାଗି (ଖୋ ଗାଏ ହମ୍ କାହାଁ)
  • ଶ୍ରେଷ୍ଠ ଡେବ୍ୟୁ ଅଭିନେତା- ବେଦଙ୍ଗ ରାଇନା (ଦି ଆର୍ଚିସ )
  • ଶ୍ରେଷ୍ଠ ଅଭିନେତା ଡ୍ରାମା ପୁରୁଷ ସିରିଜ୍- ଆର ମାଧବନ୍ (ଦ ରେଲୱେ ମ୍ୟାନ୍)
  • ଶ୍ରେଷ୍ଠ ସିରିଜ୍: ଦ ରେଲୱେ ମ୍ୟାନ୍
  • ଶ୍ରେଷ୍ଠ ନିର୍ଦ୍ଦେଶକ ସିରିଜ୍: ସମୀର ସାକ୍ସେନା ଏବଂ ଅମିତ ଗୋଲାନି- କାଲା ପାନି
  • ଶ୍ରେଷ୍ଠ ଅଭିନେତା, ସିରିଜ୍: କମେଡି: ରାଜକୁମାର ରାଓ
  • ଶ୍ରେଷ୍ଠ ଅଭିନେତା,ସିରିଜ : ଡ୍ରାମା: ଗଗାନ୍ ଦେବ ରିୟର୍ (ସ୍କାମ 2003:ଦ ଟେଲିଗୀ ଷ୍ଟୋରୀ)
  • ଶ୍ରେଷ୍ଠ ଅଭିନେତ୍ରୀ, ସିରିଜ : କମେଡି: ଗୀତାଞ୍ଜଳି କୁଲକର୍ଣ୍ଣି (ଗୁଲକ୍ ସିଜନ୍ 4)
  • ଶ୍ରେଷ୍ଠ ଅଭିନେତ୍ରୀ: ଡ୍ରାମା: ମନୀଷା କୋଇରାଲା (ହୀରାମଣ୍ଡି)

ଏହା ମଧ୍ୟ ପଢନ୍ତୁ: '12th ଫେଲ' ଶ୍ରେଷ୍ଠ ଫିଲ୍ମ, ରଣବୀର-ଆଲିଆଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.