ETV Bharat / bharat

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନିଷ ସିସୋଦିଆ

author img

By

Published : Jun 7, 2020, 2:25 AM IST

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ଗାଇଡଲାଇନ ସହ ସ୍କୁଲ ପୁନଃ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।

hrd
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନିଷ ଶିଶୋଦିଆ

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ଗାଇଡଲାଇନ ସହ ସ୍କୁଲ ପୁନଃ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିସୋଦିଆ ତାଙ୍କ ଚିଠିରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆମକୁ କୋରୋନା ସହିତ ବଞ୍ଚିବା ଶିଖିନେବା ଆବଶ୍ୟକ ବୋଲି ସୂଚାଇ ଦେଇଛନ୍ତି । ଏଥିସହ ସେ ସ୍କୁଲକୁ ଉପଯୁକ୍ତ ଗାଇଡଲାଇନ ସହ ଖୋଲିବାକୁ କହିଛନ୍ତି ।

ସର୍ବପ୍ରଥମେ ଆମେ ପ୍ରତ୍ୟେକ ପିଲାଙ୍କୁ ନିଶ୍ଚିତ କରିବା ଆବଶ୍ୟକ ବୟସ ଏବଂ ସାମାଜିକ ଶ୍ରେଣୀ ନିର୍ବିଶେଷରେ ସେମାନେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କର ନିଜ ନିଜ ବିଦ୍ୟାଳୟର ଶାରୀରିକ ଏବଂ ବୌଦ୍ଧିକ ସ୍ଥାନ ପାଇଁ ସମାନ ଅଧିକାର ରହିଛି । ଅନଲାଇନ୍ ଶିକ୍ଷାଦାନ ସମୟରେ ବଡ ପିଲାମାନେ ସ୍କୁଲ ଆସି ଛୋଟ ପିଲାମାନଙ୍କୁ ବିଶ୍ରାମ ଦିଆଯିବା ଉଚିତ ନୁହେଁ ବୋଲି ସିସୋଦିଆ ଚିଠିରେ କହିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନଲାଇନ୍ ଶିକ୍ଷାଦାନ କେବଳ ବିଦ୍ୟାଳୟରେ ଶିକ୍ଷାକୁ ପୂର୍ଣ୍ଣ କରିପାରିବ । ତାହା ବଦଳା ଯିବନାହିଁ ।

ଯେହେତୁ ବର୍ତ୍ତମାନ କୋରୋନା ସହ ଆମକୁ ବଞ୍ଚିବା ଶିଖିବା ଆବଶ୍ୟକ ଏଭଳି ସ୍ଥଳେ ବିଦ୍ୟାଳୟ ମୁଖ୍ୟ ଭୂମିକା ଗ୍ରହଣ କଲେ ଭଲ ହେବ। କିନ୍ତୁ ଏହା କରିବା ପୂର୍ବରୁ ଅଭିଭାବକମାନେ ଆତ୍ମବିଶ୍ୱାସର ସହ ଏହାକୁ ଗ୍ରହଣ କରି ସେମାନଙ୍କୁ ବୁଝାଇବା ଉଚିତ୍ ବୋଲି ସିସୋଦିଆ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ସିସୋଦିଆଆଇ ସିଏମଆର କୋରୋନା ସହ ଜଡିତ ଏକ ଅଧ୍ୟୟନ ସମ୍ପର୍କରେ କହିଛନ୍ତି ଯେ, 0-9 ବର୍ଷ ବୟସ ମଧ୍ୟରେ ସଂକ୍ରମଣ ହାର ସର୍ବନିମ୍ନ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.