ETV Bharat / bharat

ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲଙ୍କୁ ଟ୍ରୋଲ କରି ଫସିଲା ଅଭିଯୁକ୍ତ

author img

By

Published : Jul 28, 2019, 11:50 AM IST

ବ୍ରିଟେନର ନୂତନ ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କୁ ଟ୍ରୋଲ କରି ଜେଲ ଗଲା ଅଭିଯୁକ୍ତ । ଗତ ବର୍ଷ ସେ ପ୍ରୀତିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲା ।

ଫାଇଲ ଫଟୋ

ଲଣ୍ଡନ: ବ୍ରିଟେନର ନୂତନ ଗୃହ ମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲଙ୍କୁ ଟ୍ରୋଲ କରିବା ପଡିଲା ମହଙ୍ଗା । ପ୍ରୀତିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ଅଭିଯୋଗରେ ବ୍ରିଟେନର ଏକ ଅଦାଲତ ଅଭିଯୁକ୍ତକୁ 22 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ଅଭିଯୁକ୍ତ ଗେରଡ ଟ୍ରେୟମରକୁ ଗତ ଜାନୁଆରୀରେ ପୋଲିସ ଗିରଫ କରିଥିଲା । ସେ ଗତ ବର୍ଷ ସୋସିଆଲ ମିଡିଆରେ କନର୍ଜରଭେଟିଭ ପାର୍ଟିର ବରିଷ୍ଠ ସାଂସଦଙ୍କୁ ଆପତ୍ତି ଜନକ ମେସେଜ ପଠାଇଥିଲା । ଏଥିସହ ଡେମୋକାଟ୍ରିକ ୟୁନିୟନଷ୍ଟି ପାର୍ଟିର ନେତାଙ୍କୁ ଟ୍ରୋଲ ମଧ୍ୟ କରିଥିଲା ।

ପ୍ରକାଶ ଯେ, ଭାରତୀୟ ବଂଶୋଦ୍ଭବ ପ୍ରୀତି ବ୍ରିଟେନ କ୍ୟାବିନେଟରେ ନୂତନ ଗୃହ ମନ୍ତ୍ରୀ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ ବିଟ୍ରେନର ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ପ୍ରୀତିଙ୍କ ମାତା-ପିତା ଗୁଜୁରାଟର ମୂଳନିବାସୀ କିନ୍ତୁ ପ୍ରୀତି ଲଣ୍ଡନରେ ଜନ୍ମ ଗ୍ରହଣ କରିଛନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.