ETV Bharat / bharat

ପିଆଜ କିଣିବାକୁ ଆସିଥିଲେ, ଦର ଶୁଣି ହେଲା ହାର୍ଟ ଆଟାକ୍‌

author img

By

Published : Dec 9, 2019, 1:42 PM IST

ପିଆଜ ଦର ଶୁଣି ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ରହିଛି । ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ଗୁଡିଭାଡାର ଘଟଣା ।

MAN DIED WITH HEART ATTACK FOR CONCESSION ONION
ପିଆଜ ଦର ଶୁଣି ହେଲା ହାର୍ଟ ଆଟାକ୍‌

ଅମରାବତୀ: ଡବଲ ସେଞ୍ଚୁରୀ ପାର କଲାଣି ପିଆଜ ଦର । ପିଆଜର ଦରବୃଦ୍ଧି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦରବୃଦ୍ଧି ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଇତି ମଧ୍ୟରେ ପିଆଜ ଦର ଶୁଣି ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ରହିଛି । ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲା ଗୁଡିଭାଡାର ଘଟଣା ।

ପିଆଜ କିଣିବାକୁ ଆସିଥିଲେ, ଦର ଶୁଣି ହେଲା ହାର୍ଟ ଆଟାକ୍‌

ମିଳିଥିବା ଖବର ଅନୁଯାଇ, ସମ୍ଭୟ ନାମ ବ୍ୟକ୍ତି ଗୁଡିଭାଡା କୃଷକ ବଜାରକୁ ପିଆଜ କିଣିବାକୁ ଆସିଥିଲେ । ଧାଡିରେ ପିଆଜ କିଣିବାକୁ ଠିଆ ହୋଇଥିବା ସମୟରେ ହଠାତ୍‌ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା । ତେବେ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ସରାକରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

Intro:Body:

A MAN DIED WITH HEART ATTACK FOR CONCESSION ONION

    A man died with heart attack while standing in a row for concession onion.. at Gudivada in Krishna district. Sambhaya had a heart attack when he came for a subsidized onion at the Gudivada farmer's bazaar. He passed away while on his way to the government hospital. The locals said that.. he has been in the line for a long time haven eyes are fallen back. 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.