ETV Bharat / bharat

ନାଗରିକତା ସଂଶୋଧନ ଆଇନ ବିରୋଧରେ ମମତାଙ୍କ ରାଲି

author img

By

Published : Dec 16, 2019, 12:08 PM IST

Updated : Dec 16, 2019, 1:52 PM IST

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଛି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜର ସମର୍ଥକଙ୍କ ସହ ଏହାକୁ ବିରୋଧ କରି ରାସ୍ତାରେ ଓହ୍ଲାଛନ୍ତି । ମଧ୍ୟାହ୍ନ 1ରେ ରାଲି ଆରମ୍ଭ ହୋଇଛି । ଏଥିରେ ମମତା, ତାଙ୍କ ସମର୍ଥକ ଏବଂ ହଜାର ହଜାର ଲୋକେ ସାମିଲ ହୋଇଛନ୍ତି ।

Mamata banerjee protest
ନାଗରିକତା ସଂଶୋଧନ ଆଇନ ବିରୋଧରେ ମମତାଙ୍କ ରାଲି

କୋଲକାତା: ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ଅଞ୍ଚଳରେ ବିରୋଧ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜର ସମର୍ଥକଙ୍କ ସହ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ମଧ୍ୟାହ୍ନ ପ୍ରାୟ 1 ରେ ଆୟୋଜିତ ରାଲିରେ ସାମିଲ ହୋଇଛନ୍ତି ଦିଦି ।

ଏହି ରାଲି ଆମ୍ବେଦକର ଷ୍ଟାଚୁରୁ ଆରମ୍ଭ ହୋଇ ସହରର ବିଭିନ୍ନ ଅଞ୍ଚଳ ଦେଇ ଯାଇ ଠାକୁରବାଡିରେ ଶେଷ ହେବ । ସୂଚନା ଥାଉକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଏହି ଆଇନକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ । ଏହି ନାଗରିକତା ସଂଶୋଧନ ଆଇନକୁ ‘ବିଭାଜନକାରୀ ଏବଂ କୃର’ ଆଇନ ବନାଯାଇଛି ବୋଲି କହିଛନ୍ତି ଦିଦି ।

Intro:Body:

testing

Conclusion:
Last Updated : Dec 16, 2019, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.