ETV Bharat / bharat

ଶୁଷ୍କ କେଶକୁ ଜୀବନ୍ୟାସ ଦେବ ଏହି ଘରୋଇ ଉପଚାର... - lifestyle

ଏବେ ପାର୍ଲରକୁ କରନ୍ତୁ ବାଏ ବାଏ। କାରଣ ଆପଣ ଘରେ ବସି ମଧ୍ୟ କେଶ ସମସ୍ୟାର ସମାଧାନ କରିପାରିବେ। ଜାଣନ୍ତୁ ଏହି ଉପଚାର ବିଷୟରେ...

ଡିଜାଇନ ଫଟୋ
author img

By

Published : Sep 29, 2019, 4:34 AM IST

ବର୍ତ୍ତମାନ ସମୟରେ କେଶ ଝଡିବା ସମସ୍ତଙ୍କ ଏକ ମୁଖ୍ୟ ସମସ୍ୟା । ଏହାର ସମାଧାନ ପାଇଁ ଲୋକମାନେ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି। ଏହାସହ ପାର୍ଲରରେ ମୋଟା ଅଙ୍କର ଟଙ୍କା ବ୍ୟୟ କରିଆସୁଛନ୍ତି। ଏହି ସମସ୍ୟା ମୁଖ୍ୟତଃ ପ୍ରଦୂଷଣ, ଧୂଳି, ଧୂଆଁ ଓ ମାଟି ପାଇଁ ହୋଇଥାଏ। ଯାହାଦ୍ବାରା କେଶ ଝଡିବା ସହ ଶୁଷ୍କ ହୋଇଯାଏ। ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହି ସମସ୍ୟାର ସମାଧାନ ଆପଣ ଘରେ ମଧ୍ୟ କରିପାରିବେ। ଜାଣନ୍ତୁ ଏହି ଘରୋଇ ଉପଚାର ବିଷୟରେ...

ଟି ଲିଫ୍ ପ୍ୟାକ୍

ପ୍ରଥମେ ଗୋଟେ ଚାମଚ ଚା' ପତିକୁ ଏକ ଚାମଚ ତେଲରେ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହାକୁ ଛାଣି ଚ ପତିକୁ ଅଲଗା କରିଦିଅନ୍ତୁ। ଏହାପରେ ଏଥିରେ ବିଟ ପେଷ୍ଟ ମିଶାଇ ସମ୍ପୂର୍ଣ୍ଣ କେଶରେ ଲଗାଇ ଦିଅନ୍ତୁ। ପାଖାପାଖି ଅଧଘଣ୍ଟା ପରେ ପାଣିରେ ମୁଣ୍ଡ ସଫା କରିଦିଅନ୍ତୁ।

କଦଳୀ ପେଷ୍ଟ

ଗୋଟିଏ ପାଚିଲା କଦଳୀ ନିଅନ୍ତୁ । ଏହାକୁ ଗ୍ରାଇଣ୍ଡ କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏଥିରେ ଗୋଟିଏ ଅଣ୍ଡା ମିଶାଇ କିଛି ବୁନ୍ଦା ଅଲିଭ ଅଏଲ ମିଶାଇ ଭଲ ଭାବେ ମିଶାନ୍ତୁ। ପରେ କେଶରେ ଭଲ ଭାବେ ଲଗାଇ ଛାଡିଦିଅନ୍ତୁ। ଶୁଖିଯିବା ପରେ ସାମ୍ପୋରେ ମୁଣ୍ଡକୁ ଧୋଇଦିଅନ୍ତୁ।

ମେଥି ପେଷ୍ଟ

ମେଥିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ। ପରଦିନ ଭଲ ଭାବେ ଗ୍ରାଇଣ୍ଡ କରି ଏଥିରେ ଦହି ଓ ମହୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। କେଶରେ ଲଗାଇ ଘଣ୍ଟାଏ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ କିଛି ସମୟରେ ମୁଣ୍ଡକୁ ସାମ୍ପୋରେ ଧୋଇ ଦିଅନ୍ତୁ।

ଏହି ସମସ୍ତ ସରଳ ଟିପ୍ସକୁ ଆପଣ ଘରେ ଆପଣେଇ ପାରିବେ। ଯାହା କେଶକୁ ତାର ପୂର୍ବବସ୍ଥାକୁ ଫେରାଇ ଆଣିବା ସହ ସିଲ୍କ,ସ୍ମୁଥ ଓ ସାଇନି କରିବ।

Intro:ଆଜି ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଜାରି କରିଛନ୍ତି। ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସିଣ୍ଡିକେଟ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବର-୮୦୦୧୨୨୦୦୦୧୬୦୪୮, ଆଇଏଫଏସସି କୋଡ୍ – ଏସୱାଇଏନବି୦୦୦୮୦୦୧ରେ ନଗଦ ଅବା ଚେକ୍ ଆକାରରେ ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀର କେଜରିବଲ ସରକାର ଭଳି ଓଡ଼ିଶାରେ ଏହି ଫର୍ମୁଲା ଲାଗୁ କରି କ୍ଷମତା କୁ ଫେରିବା ପାଇଁ ଏହା ଏକ ଉଦ୍ୟମ ବୋଲି କୁହାଯାଉଛି।Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.