ETV Bharat / bharat

ଭିଡିଓ ଭାଇରାଲ: ମଣିଷକୁ କୋରୋନା ଭୟ, କାର ଚଢି ସପିଂରେ କୁକୁର - corona various

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ବୁଧବାର ଏକ ଟ୍ବିଟ ସେୟାର କରିଛନ୍ତି, ଏହି ଭିଡିଓରେ କୋରୋନା ପ୍ରଭାବିତ ଅଞ୍ଚଳରେ ସାମଗ୍ରୀ କିଣିବାକୁ କୁକୁର କିଭଳି ଭାବରେ ଯାଉଛି ଓ ଅତ୍ୟବଶ୍ୟକୀୟ ଜିନିଷ କିଣି ପୁନର୍ବାର ମାଲିକ ପାଖକୁ ଫେରି ଆସୁଛି ତାହା ଭିଡିଓରେ ଦିଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 5, 2020, 11:16 PM IST

ନୂଆଦିଲ୍ଲୀ: କୋରୋନା ଭାଇରସର ପ୍ରକୋପ ସାରା ବିଶ୍ବବାସୀଙ୍କ ପାଇଁ ଗଭୀର ଚିନ୍ତାଜନକ ସମସ୍ୟା ସାଜିଛି । କୋରୋନାକୁ ନେଇ ଦିନକୁ ଦିନ ଅନେକ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏପରିସ୍ଥଳେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ବୁଧବାର ଏକ ଟ୍ବିଟ ସେୟାର କରିଛନ୍ତି ଯେଉଁଥିରେ ବିପଦ ସମୟରେ ବିକଳ୍ପ କିଭଳି ସୃଷ୍ଟି ହୁଏ ଓ ବିଶ୍ବ କିଭଳି ବଦଳି ଯାଏ ତାହା ଦର୍ଶାଉଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@anandmahindra

ମହିନ୍ଦ୍ରାଙ୍କ ଏହି ଭିଡିଓରେ କୋରୋନା ପ୍ରଭାବିତ ଅଞ୍ଚଳରେ ସାମଗ୍ରୀ କିଣିବାକୁ କୁକୁରର କିଭଳି ଭାବରେ ଯାଉଛି ଓ ଅତ୍ୟବଶ୍ୟକୀୟ ଜିନିଷ କିଣି ପୁନର୍ବାର ମାଲିକ ପାଖକୁ ଫେରି ଆସୁଛି ତାହା ଭିଡିଓରେ ଦେଖିବାକୁ ମିଳିଛି ।

ଏକ ଟିକଟକ ଭିଡିଓରେ ଫେସ୍ ମାସ୍କ ଲଗାଇ ଏକ ଅଟୋମେଟିକ୍ ଖେଳନା କାରରେ ସାମଗ୍ରୀ ଆଣିବା ପାଇଁ ନିଜେ ଏକ ଗ୍ରୋସରୀ ଦୋକାନକୁ କୁକରଟି ଯାଉଥିବାର ଦେଖାଯାଇଛି | ଦୋକାନରେ ପହଞ୍ଚିବା ମାତ୍ରେ ଜଣେ ଦୋକାନୀ ଯାହା ଦରକାର ନିଜ ମାଲିକଙ୍କ ନିକଟକୁ ଫେରାଇ ନେଇଥାଏ |

ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମଜାଦାର ଓ ବିରୋଧାତ୍ମକ କମେଣ୍ଟ ଦେଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.