ETV Bharat / bharat

ବିଧାନସଭା ନିର୍ବାଚନ: ହରିୟାଣାରେ ଗର୍ଜିବେ ମୋଦି, ମହାରାଷ୍ଟ୍ରରେ ରାହୁଲଙ୍କ ରାଲି - ellection rally for upcomming state assembly poll

ଆସନ୍ତା 21 ତାରିଖରେ ହେବାକୁ ଯାଉଛି ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ । ଏଥିପାଇଁ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ହେଭିୱେଟ ନେତା । ଆଜି ହରିୟାଣାରେ ଆୟୋଜିତ ନିର୍ବାଚନରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଅନ୍ୟପଟେ ମହାରାଷ୍ଟ୍ର ଓ୍ବାଣି ଓ ଅରଭିରେ ଅନୁଷ୍ଠିତ ନିର୍ବାଚନ ରାଲିରେ ଯୋଗଦେବେ ରାହୁଲ ଗାନ୍ଧୀ ।

ଫାଇଲ ଫଟୋ
author img

By

Published : Oct 15, 2019, 9:30 AM IST

ନୂଆଦିଲ୍ଲୀ: ଆସନ୍ତା 21 ତାରିଖରେ ହେବାକୁ ଯାଉଛି ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଭୋଟରଙ୍କୁ ନିଜ ନିଜ ପକ୍ଷକୁ ଆକୃଷ୍ଠ କରିବା ପାଇଁ ବିଭିନ୍ନ ଦଳର ନେତା ଜୋରସୋରରେ ଦଳୀୟ ପ୍ରଚାରରେ ଲାଗି ପଡିଛନ୍ତି । ଆଉ ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ନିଜର ଦଳ ପକ୍ଷରୁ ଆୟୋଜିତ ହୋଇଥିବା ନିର୍ବାଚନୀ ରାଲିରେ ଯୋଗଦେବେ । ଉଭୟେ ହରିୟାଣା ଓ ମହାରାଷ୍ଟ୍ରରେ ଦୁଇଟି ଲେଖାଏଁ ରାଲିରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର କୁରୁକ୍ଷେତ୍ର ଓ ଚରଖି ଦାଦରିରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ଓ୍ବାଣି ଓ ଅରଭିରେ ଅନୁଷ୍ଠିତ ହେଉଥିବା ରାଲିରେ ସାମିଲ ହେବେ । ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର 21ରେ ମତଦାନ ହେବାକୁ ଥିବା ବେଳେ, 24 ତାରିଖରେ ଭୋଟ ଗଣତି ହେବ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.