ETV Bharat / bharat

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ବିଶାଳ ଅଙ୍କରେ ବିଜେପି-ଶିବସେନାର ବାଜିମାତ - ମହାରାଷ୍ଟ୍ରରେ ବିଜେପି- ଶିବସେନାର ବାଜିମାତ

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ । 161 ଆସନ ସହ ବାଜିମାତ କରିଛି ବିଜେପି-ଶିବସେନା ।

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ
author img

By

Published : Oct 25, 2019, 4:16 AM IST

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ । ନିର୍ବାଚନର ଫଳାଫଳକୁ ନେଇ ବେଶ ଉତ୍କଣ୍ଠା ଲାଗି ରହିଥିବା ବେଳେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାଜିମାତ କରିଛି ବିଜେପି-ଶିବସେନା ।

ରାଜ୍ୟର 288ଟି ବିଧାନସଭା ଆସନରୁ 105ଟି ଆସନ ହାତେଇ ସର୍ବାଗ୍ରେ ରହିଛି ବିଜେପି । ପରେ ପରେ 56ଟି ଆସନ ସହ ଦ୍ବିତୀୟ ସ୍ଥାନରେ ରହିଛି ଶିବସେନା । 2014 ନିର୍ବାଚନ ପରେ 2019ରେ ମଧ୍ୟ ବିଜେପି ଓ ଶିବସେନା ମିଳିତ ଭାବେ ଏହି ସଫଳତା ହାତେଇଥିବାରୁ ଖୁସି ବ୍ୟକ୍ତ କରି ସମସ୍ତ କର୍ମୀ ଓ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଏନସିପି 54ଟି ଆସନ ସହ ତୃତୀୟ ସ୍ଥାନରେ ରହିଛି । ଏଥିସହ ଭାରତୀୟ ଜାତୀୟ କଂଗ୍ରେସ 44 ଆସନ, ସ୍ବାଧୀନ ଦଳ 13 ଆସନ ଓ ଅନ୍ୟାନ୍ୟ ଦଳକୁ 16 ଆସନ ମିଳିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.