ETV Bharat / bharat

ଡ୍ୟାମ ଭୁଶୁଡି 18 ମୃତ: କଙ୍କଡାଙ୍କୁ ଦାୟୀ କଲେ ଜଳ ସଂରକ୍ଷଣ ମନ୍ତ୍ରୀ

ରତ୍ନଗିରି ଜିଲ୍ଲାରେ ତିଓ୍ବାରେ ଡ୍ୟାମ ଭୁଶୁଡିବା ଘଟଣାରେ ମହାରାଷ୍ଟ୍ର ସରକାରଙ୍କ ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜୀ ସାଓ୍ବନ୍ତ କଙ୍କଡାଙ୍କୁ ଦାୟୀ କରିଛନ୍ତି ।

author img

By

Published : Jul 5, 2019, 2:11 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ରତ୍ନଗିରି ଜିଲ୍ଲାରେ ଡ୍ୟାମ ଭୁଶୁଡିବା ଘଟଣାରେ ମହାରାଷ୍ଟ୍ର ସରକାରଙ୍କ ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜୀ ସାଓ୍ବନ୍ତ କଙ୍କଡାଙ୍କୁ ଦାୟୀ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ରତ୍ନଗିରି ଜିଲ୍ଲାର ଚିପଲୁନ ତହସିଲରେ ଥିବା ତିଓ୍ବାରି ଡ୍ୟାମ ଭୁଶୁଡିବା ଘଟଣାରେ 18 ଜଣଙ୍କର ମୃତ୍ୟୁ ଘଟିଛି । ଏହି ମାମଲାରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଶିବସେନା ବିଧାୟକ ତାନାଜୀ ସାଓ୍ବନ୍ତ କଙ୍କଡାଙ୍କୁ ଦାୟୀ କରିଛନ୍ତି ।

ଦିର୍ଘ 15 ବର୍ଷରୁ ତିଓ୍ବାରି ଡ୍ୟାମ ଜଳ ସଂରକ୍ଷଣ କରି ଆସୁଥିବା ବେଳେ ଏଥିରେ କୌଣସି ତୃଟି ନଥିଲା ବୋଲି ସାଓ୍ବନ୍ତ କହିଛନ୍ତି । ଏଠାରେ ଥିବା ବହୁ ସଂଖ୍ୟକ କଙ୍କଡାଙ୍କ କାରଣରୁ ଡ୍ୟାମରେ ଲିକେଜ ହୋଇ ଭୁଶୁଡି ଥିବା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

Intro:SLUG-ମନ୍ଦିର ବଦଳରେ ଧାନ ମଣ୍ଡିକୁ ଗଲେ ମହାପ୍ରଭୁ।
REPOTER-ଅଜିତ ସିଂ
PLACE-କଳାହାଣ୍ଡି
ANCHOR-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ଛେଣ୍ଡିଆ ପଞ୍ଚାୟତ ର ବେଳଗୁଡା ଧାନ ମଣ୍ଡିରେ ଧାନ ଉଠାଣ ନ ହେବାରୁ ଚାଷୀ ମାନେ ଏକ ଅଭିନବ ପ୍ରତିବାଦ କରିଥିଲେ । ଜଗନ୍ନାଥ ଙ୍କୁ ଏକ ଟ୍ରାକ୍ଟରେ ବସାଇ ନୂଆପଡା ଠାରୁ ବେଳଗୁଡା ମଣ୍ଡି ପର୍ଯ୍ୟନ୍ତ ଘୋଷ ଯାତ୍ରା କରିଥିଲେ । ପରେ ଜଗନ୍ନାଥଙ୍କୁ ମଣ୍ଡିରେ ଆଣି ପୂଜା କରିଥିଲେ । ଏହି ମଣ୍ଡିରେ ୫୦୦୦ରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ବର୍ଷା ରେ ପଡି ରହିଛି ଫଳରେ ଚାଷୀ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କଳାପରେ ମଧ୍ୟ ପ୍ରଶାସନ ଧାନ କ୍ରୟ କରୁନଥିବାରୁ ଚାଷୀଙ୍କର ଏ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି।Body:SLUG-ମନ୍ଦିର ବଦଳରେ ଧାନ ମଣ୍ଡିକୁ ଗଲେ ମହାପ୍ରଭୁ।
REPOTER-ଅଜିତ ସିଂ
PLACE-କଳାହାଣ୍ଡି
ANCHOR-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ଛେଣ୍ଡିଆ ପଞ୍ଚାୟତ ର ବେଳଗୁଡା ଧାନ ମଣ୍ଡିରେ ଧାନ ଉଠାଣ ନ ହେବାରୁ ଚାଷୀ ମାନେ ଏକ ଅଭିନବ ପ୍ରତିବାଦ କରିଥିଲେ । ଜଗନ୍ନାଥ ଙ୍କୁ ଏକ ଟ୍ରାକ୍ଟରେ ବସାଇ ନୂଆପଡା ଠାରୁ ବେଳଗୁଡା ମଣ୍ଡି ପର୍ଯ୍ୟନ୍ତ ଘୋଷ ଯାତ୍ରା କରିଥିଲେ । ପରେ ଜଗନ୍ନାଥଙ୍କୁ ମଣ୍ଡିରେ ଆଣି ପୂଜା କରିଥିଲେ । ଏହି ମଣ୍ଡିରେ ୫୦୦୦ରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ବର୍ଷା ରେ ପଡି ରହିଛି ଫଳରେ ଚାଷୀ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କଳାପରେ ମଧ୍ୟ ପ୍ରଶାସନ ଧାନ କ୍ରୟ କରୁନଥିବାରୁ ଚାଷୀଙ୍କର ଏ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି।Conclusion:SLUG-ମନ୍ଦିର ବଦଳରେ ଧାନ ମଣ୍ଡିକୁ ଗଲେ ମହାପ୍ରଭୁ।
REPOTER-ଅଜିତ ସିଂ
PLACE-କଳାହାଣ୍ଡି
ANCHOR-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ଛେଣ୍ଡିଆ ପଞ୍ଚାୟତ ର ବେଳଗୁଡା ଧାନ ମଣ୍ଡିରେ ଧାନ ଉଠାଣ ନ ହେବାରୁ ଚାଷୀ ମାନେ ଏକ ଅଭିନବ ପ୍ରତିବାଦ କରିଥିଲେ । ଜଗନ୍ନାଥ ଙ୍କୁ ଏକ ଟ୍ରାକ୍ଟରେ ବସାଇ ନୂଆପଡା ଠାରୁ ବେଳଗୁଡା ମଣ୍ଡି ପର୍ଯ୍ୟନ୍ତ ଘୋଷ ଯାତ୍ରା କରିଥିଲେ । ପରେ ଜଗନ୍ନାଥଙ୍କୁ ମଣ୍ଡିରେ ଆଣି ପୂଜା କରିଥିଲେ । ଏହି ମଣ୍ଡିରେ ୫୦୦୦ରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ବର୍ଷା ରେ ପଡି ରହିଛି ଫଳରେ ଚାଷୀ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କଳାପରେ ମଧ୍ୟ ପ୍ରଶାସନ ଧାନ କ୍ରୟ କରୁନଥିବାରୁ ଚାଷୀଙ୍କର ଏ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.