ETV Bharat / bharat

ଭୂ-କମ୍ପ ଝଟ୍‌କାରେ ଥରିଲା ମଣିପୁର ଉକରୁଲ - ଭୂମିକମ୍ପ

ମଣିପୁର ଉକରୁଲରେ 4.3 ତୀବ୍ରତା ଭୂମିକମ୍ପ । ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା । ଅଧିକ ପଢନ୍ତୁ....

Magnitude 4.3 earthquake hits Manipur
ମଣିପୁର ଉକରୁଲରେ 4.3 ତୀବ୍ରତା ଭୂମିକମ୍ପ
author img

By

Published : Oct 7, 2020, 8:21 AM IST

ଇମ୍ପାଲ: ମଣିପୁରର ଉକରୁଲ ଜିଲ୍ଲାରେ ବୁଧବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବୁଧବାର ସକାଳ ପ୍ରାୟ 3:32 ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.