ETV Bharat / bharat

ଲକ୍ଷ୍ନୌରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ-ବସ୍‌ ମୁହାଁମୁହିଁ, 6 ମୃତ

author img

By

Published : Aug 26, 2020, 11:37 AM IST

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର କାକୋରୀ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ସହ ଟ୍ରକ ଧକ୍କାରେ 6 ମୃତ ।

ଲକ୍ଷ୍ନୌରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଲକ୍ଷ୍ନୌରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଲକ୍ଷ୍ନୌ: ଉତ୍ତପ୍ରଦେଶର ରାଜଧାନୀ ଲକ୍ଷ୍ନୌର କାକୋରୀ ଖାନା ଅଞ୍ଚଳ ହରଦେଇ ବାଇପାସ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାଞ୍ଚି ମୁରଦାବାଦକୁ ତୀବ୍ର ଗତିରେ ଯାଉଥିବା ଏକ ଟ୍ରକ ପରିବହନ ବସ ସହ ଧକ୍କା ହୋଇଛି । ଘଟଣାସ୍ଥଳରେ ହିଁ 6 ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ପାଖାପାଖି 12 ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଲକ୍ଷ୍ନୌରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଲକ୍ଷ୍ନୌରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସକାଳ 6ଟା 30 ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଏହାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି । ସେପଟେ,ଦୁର୍ଘଟଣା କିପରି ଘଟିଛି ସେନେଇ ପରିବହନ ବିଭାଗର ଟିମ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ପଠାଯାଇଛି ।

ଲକ୍ଷ୍ନୌରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଲକ୍ଷ୍ନୌରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.