ETV Bharat / bharat

ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର

author img

By

Published : Jan 29, 2020, 10:04 PM IST

ଜାମ୍ମୁ କାଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.3 ଥିଲା । ଅଧିକ ପଢନ୍ତୁ...

earthquak
ଭୂମିକମ୍ପରେ ଥରିଲା ଜାମ୍ମୁକାଶ୍ମୀର

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.3 ରହିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି ।

ବୁଧବାର ଦିନ 11. 40 ସମୟରେ ଏହି ଭୂମିକମ୍ପ ହୋଇଥିବାବେଳେ କିଛି ସମୟ ପାଇଁ ଜାମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିବା ପାଣିପାଗ ବିଭାଗର ନିର୍ଦ୍ଦେଶକ ସୋନମ ଲୋଟସ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ZCZC
PRI ESPL NAT NRG
.JAMMU DES20
JK-EARTHQUAKE
Low intensity earthquake hits J&K
          Jammu, Jan 29 (PTI) A low intensity earthquake, measuring 3.3 on the Richter scale, struck Jammu and Kashmir on Wednesday, the meteorological department said.
          Sonam Lotus, director of meteorological department, said the tremor was felt at 11.40 am and lasted for a few seconds.
          The epicentre of the quake was 10 km below the earth's surface at latitutde 33.5 degrees north and longitude 75.5 east, Lotus said. PTI TAS
HDA
01291737
NNNN
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.