ETV Bharat / bharat

ମଣିକର୍ଣ୍ଣରେ ଭଗବାନ କଶୁ ନାରାୟଣ, କ୍ଷୀରଗଙ୍ଗାରେ କରିବେ ସାହିସ୍ନାନ

ଆରମ୍ଭ ହୋଇଛି ଭଗବାନ କଶୁ ନାରାୟଣଙ୍କ ସାହିସ୍ନାନ ଯାତ୍ରା । ମଣିକର୍ଣ୍ଣରେ ଭଗବାନ କଶୁ ନାରାୟଣ । ମଣିକର୍ଣ୍ଣରୁ ବାହାରି ସ୍ନାନ ଅଭିମୁଖେ ଯାଉଥିବା ବେଳେ ଡେଢଇରେ ଭକ୍ତ ବିପୁଳ ମାତ୍ରାରେ ସାମିଲ ହୋଇ ସ୍ବାଗତ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ଯୁରୋ
author img

By

Published : Aug 8, 2019, 2:52 PM IST

Updated : Aug 8, 2019, 3:51 PM IST

ଡେରାଡୁନ: ଉତ୍ତରାଖଣ୍ଡର ପ୍ରମୁଖ ଲୋକପର୍ବ ଭଗବାନ କଶୁ ନାରାୟଣଙ୍କ ପର୍ବ ଆରମ୍ଭ ହୋଇ ଯାଇଛି । ଏହି ପର୍ବରେ ଭଗବାନ କଶୁ ନାରାୟଣ ଅନ୍ୟ ଏକ ଗାଁକୁ ଯାତ୍ରା କରିଥାନ୍ତି । ତପଭୂମି ଡଢେଇରୁ ଯାତ୍ରା ଆରମ୍ଭ କରିଥିଲେ କଶୁ ନାରାୟଣ । ମଣିକର୍ଣ୍ଣରେ ଭଗବାନ କଶୁ ନାରାୟଣ । ତେବେ ଭକ୍ତଙ୍କ ସମାଗମ ଓ କୋଳାହଳ ମଧ୍ୟରେ ଡେଢଇ ଗ୍ରାମରୁ ଭବ୍ୟ ପୂଜା ସହ ଯାତ୍ରା ଆରମ୍ଭ କରିଥିଲେ ।

ଭିଡ଼ଓ ସୌଜନ୍ୟ: ଇଟିଭି ଭାରତ ବ୍ଯୁରୋ

ତେବେ ଦେବତାଙ୍କ ସ୍ବାଗତ ପାଇଁ ଡେଢଇ ଗ୍ରାମର ଗ୍ରାମବାସୀ କୁଲ୍ଲଇ ନୃତ୍ୟର ଆୟୋଜନ କରିଥିଲେ । ନୃତ୍ୟଶିଳ୍ପୀ ବେଶ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କରିଥିଲେ । ତେବେ ଏହି ସ୍ବାଗତ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ । ସେପଟେ ଆସନ୍ତା 11 ତାରିଖରେ ଭଗବାନ କୁଶୁ ସାହିସ୍ନାନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଶ୍ରାବଣ ମାସର ତୃତୀୟ ଦିବସ ଠାରୁ ଭଗବାନ କଶୁ ନାରାୟଣ କ୍ଷୀରଗଙ୍ଗା ଅଭିମୁଖେ ବାହାରିଛନ୍ତି । କଶୁ ଭଗବାନ ଲଓ ଲସ୍କରଙ୍କ ସହିତ ଏହି ଯାତ୍ରାରେ ବାହାରିଛନ୍ତି । ତେବେ ଏହି ଯାତ୍ରା ସମୟରେ ଶତାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଭଗବାନ କଶୁ ନାରୟଣଙ୍କ ଦର୍ଶନ କରୁଛନ୍ତି । ବଡ଼ ଧୁମଧାମରେ ତାଙ୍କର ସ୍ବାଗତ କରୁଥିବା ଦେଖିବାକୁ ମିଳିଛି ।

Intro:Body:

prabhu

Conclusion:
Last Updated : Aug 8, 2019, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.