ETV Bharat / bharat

ମନ ମୋହୁଛି ବର୍ଜ୍ୟବସ୍ତୁରେ ଆକର୍ଷଣୀୟ ସୂକ୍ଷ୍ମ କଳାକୃତି - ଗଣେଶ ମୂର୍ତ୍ତୀ

ମନ ମୋହୁଛି ବର୍ଜ୍ୟବସ୍ତୁରେ ଆକର୍ଷଣୀୟ ସୂକ୍ଷ୍ମ କଳାକୃତି । ସୁରଟର କାରିଗର ତିଆରି କଲେ ନିଆରା ଗଣେଶ ମୂର୍ତ୍ତି । ଅଧିକ ପଢନ୍ତୁ.....

Lord Ganesh idols from 1.5 mm to 1.5 inches
ମନ ମୋହୁଛି ବର୍ଜ୍ୟବସ୍ତୁରେ ଆକର୍ଷଣୀୟ ସୂକ୍ଷ୍ମ କଳାକୃତି
author img

By

Published : Aug 29, 2020, 12:13 PM IST

ଗାନ୍ଧୀନଗର: ମାଟି ଓ ବଜ୍ୟବସ୍ତୁରୁ ତିଆରି ହୋଇଛି ଆକର୍ଷଣୀୟ ଗଣେଶ ମୂର୍ତ୍ତି । ଯାହାକୁ ଦେଖିଲେ ଆଖି ଲାଗି ଯାଉଛି । ସୁରଟର କାରିଗର ଡିମ୍ପଲ ଜରିଓ୍ବାଲା ବିଭିନ୍ନ ବର୍ଜ୍ୟବସ୍ତୁରୁ 15 ପ୍ରକାରର ଗଣେଷ ତିଆରି କରିଛନ୍ତି । 1.5 ମିଲି ମିଟରରୁ ଆରମ୍ଭ କରି 1.5 ଇଞ୍ଚ ପର୍ଯ୍ୟନ୍ତ ତିଆରି କରିଛନ୍ତି ବିଭିନ୍ନ ପ୍ରକାର ଗଣେଶ । ଏହି ଶିଳ୍ପୀ ଜଣକ ଗ୍ରାହକଙ୍କ ବରାଦ ମୁତାବକ ବଲପଏଣ୍ଟ ପେନ, ପେପର, ପ୍ଲାଷ୍ଟିକ ବୋଟଲରେ ପ୍ରତିବର୍ଷ ଗଣେଶ ମୂର୍ତ୍ତି ତିଆରି କରନ୍ତି । ହେଲେ ଚଳିତ ଥର କୋରୋନା ପାଇଁ ସେଭଳି କିଛି ଗ୍ରାହକଙ୍କ ଚାହିଦା ନଥିଲା ।

ମନ ମୋହୁଛି ବର୍ଜ୍ୟବସ୍ତୁରେ ଆକର୍ଷଣୀୟ ସୂକ୍ଷ୍ମ କଳାକୃତି

ହେଲେ ନିଜ ଘରେ ଗଣେଶଙ୍କ ବିଭିନ୍ନ ମୂର୍ତ୍ତୀ ନିର୍ମାଣ କରିଛନ୍ତି । ଯେଉଁ ଥିରେ ଗୋଟେ ଛୁଆ ଗଣେଷ ଥିବା ବେଳେ ଆଇ ଏକ ଗଣେଶ ସିଂହାସନରେ ବସିଥିବା ଦେଖିବାକୁ ମିଳିଛି। ସେହିପରି ମୂଷା ସହିତ ଖେଳୁଥିବାର ଏକ ମୂର୍ତ୍ତି ଓ କୋରୋନା ଭାଇରସ ଭୂତକୁ ବିନାଶ କରିବାର ଏକ ମୂର୍ତ୍ତି ତିଆରି କରିଛନ୍ତି । ଡିମ୍ପଲ୍ ଜରିୱାଲା କହିଛନ୍ତି ଯେ ଗୋଟିଏ ମୂର୍ତ୍ତି ତିଆରି କରିବାକୁ ସାଧାରଣତ ତାଙ୍କୁ 15ରୁ 20 ମିନିଟ୍ ସମୟ ଲାଗିଥାଏ | ତେବେ ଗଣେଶଙ୍କ କରୋନା ଭାଇରସ୍ ଭୂତକୁ ହତ୍ୟା କରୁଥିବା ପ୍ରତିମୂର୍ତ୍ତି ତିଆରି କରିବାକୁ ତାଙ୍କୁ 45 ମିନିଟ୍ ସମୟ ଲାଗିଥିଲା। 1.5 ମିଲିମିଟର ମୂର୍ତ୍ତି ତିଆରି କରିବାକୁ ମଧ୍ୟ ଅଧିକ ସମୟ ଲାଗିଥିଲା |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.