ETV Bharat / bharat

ଜମ୍ମୁରେ ମେଡିକାଲ ଉପକରଣ ନେଇ ପହଞ୍ଚିଲା ଲାଇଫଲାଇନ ଉଡାନ - kashmeer

ଜମ୍ମୁରେ ମେଡିକାଲ ଉପକରଣ ନେଇ ପହଞ୍ଚିଲା ଲାଇଫଲାଇନ ଉଡାନ । ମୋଟ 2.5 ଟନର ରହିଛି ଉପକରଣ । ଅଧିକ ପଢନ୍ତୁ...

lifeline udan flight reached  in jammu and kashmeer
ଜମ୍ମୁରେ ମେଡିକାଲ ଉପକରଣ ନେଇ ପହଞ୍ଚିଲା ଲାଇଫଲାଇନ ଉଡାନ
author img

By

Published : Apr 25, 2020, 5:39 PM IST

ଶ୍ରୀନଗର: ବିଶ୍ବରେ ଥମିବାର ନାଁ ଧରୁନି କୋରୋନା କାୟା । ପ୍ରତିଦିନ ବଢୁଛି ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା । ଫଳରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଛି କୋଭିଡ-19 ମେଡିକାଲ ଉପକରଣ ।

ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ ଲାଇଫଲାଇନ ଉଡାନ ବିମାନ ଆଜି 2.5 ଟନ ମେଡିକାଲ ଉପକରଣ ନେଇ ପହଞ୍ଚିଛି । ଏଥିରେ 50ହଜାରରୁ ଅଧିକ ମାସ୍କ,ପିପିଏସ୍ , ଭେଣ୍ଟିଲେଟର, ଇନଫ୍ରାଡ୍ ଥର୍ମୋମିଟର, କ୍ରିଟିକାଲ ପେଡିଆଟ୍ରିକ ଇମ୍ୟୁନାଇଜେସନ ଭ୍ୟାକ୍ସିନ୍ ଏବଂ ଭାଇରାଲ୍ ଟ୍ରାନ୍ସପୋର୍ଟ ମିଡିଆ କିଟ ରହିଛି । ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 454ଥିବା ବେଳେ 5 ଛୁଇଁଲାଣି ମୃତ୍ୟୁ ସଂଖ୍ୟା।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.