ମୁମ୍ବାଇ: ଭୟାବହ ଅଗ୍ନିକାଣ୍ଡ । ମୁମ୍ବାଇ ଅନ୍ଧେରୀସ୍ଥିତ ରଲଟା ଟେକ୍ନୋଲୋଜି ପାର୍କରେ ଲେଭେଲ 3ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ନିଆଁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଅନ୍ଧେରୀ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ଦଳର ଆଠଟି ଗାଡି ଆସି ନିଆଁକୁ ଆୟତ୍ତ କରୁଥିବାବେଳେ କେଉଁ କାରଣରୁ ଅଗ୍ନିକାଣ୍ଡ, ତାହା ଅସ୍ପଷ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ