ETV Bharat / bharat

ପଞ୍ଚଭୂତରେ ଲୀନ ହେଲେ ସିସିଡି ମାଲିକ ସିଦ୍ଧାର୍ଥ - ଭିଜି ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର

ଭିଜି ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ଚିକମଙ୍ଗଲୁରରେ ସମ୍ପନ୍ନ ହୋଇଛି ।  ମୁ୍ଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jul 31, 2019, 11:02 PM IST

ବେଙ୍ଗାଲୁରୁ: ‘କାଫେ କଫି ଡେ’ (ସିସିଡି)ର ସଂସ୍ଥାପକ ତଥା କର୍ଣ୍ଣାଟକର ପ୍ରସିଦ୍ଧ ବ୍ୟବସାୟୀ ଭିଜି ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ଚିକମଙ୍ଗଲୁରରେ ସମ୍ପନ୍ନ ହୋଇଛି । ରାଜ୍ୟ ମୁ୍ଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଛନ୍ତି । ଭାରତୀୟ କଫିକୁ ବିଶ୍ବରେ ଲୋକପ୍ରିୟ କରିବାରେ ସିଦ୍ଧାର୍ଥଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ସେ ଏଭଳି ଭାବରେ ନିଜ ଜୀବନ ହାରିଦେବେ ବୋଲି ବିଶ୍ବାସ କରିପାରୁ ନଥିବା ୟେଦିରୁପ୍ପା କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପୂର୍ବତନ ବିଦେଶ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଜ୍ବାଇଁ ଗତ 2 ଦିନରୁ ନିଖୋଜ ଥିଲେ । 36 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଖୋଜାଖୋଜି କରିବା ପରେ ଶେଷରେ ଆଜି ତାଙ୍କ ମୃତଦେହ କର୍ଣ୍ଣାଟକର ମେଙ୍ଗାଲୁରୁ ସ୍ଥିତ ନେତ୍ରବତୀ ନଦୀ କୂଳରୁ ମିଳିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.