ETV Bharat / bharat

ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଆଡଭାନୀ - lal krushna advani

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ଦିଲ୍ଲୀ ଏମ୍ସରେ ନିଧନ ହୋଇଛି । ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସମୟରେ ତାଙ୍କୁ ମନେ ପକାଇଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଅରୁଣ ଜେଟଲୀ ଖାଦ୍ୟ ପ୍ରେମୀ ଥିଲେ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ
author img

By

Published : Aug 24, 2019, 8:05 PM IST

ନୂଆଦିଲ୍ଲୀ: ବିଜେପିର ସଙ୍କଟମୋଚକ ଥିଲେ ଜେଟଲୀ । ଯେକୌଣସି ଜଟିଳ ସମସ୍ୟାର ସମାଧାନ ସେ ଅତି ସରଳ ଭାବରେ କରିଦେଉଥିଲେ । ବିଜେପିର ସମସ୍ତ ନେତା ଜଟିଳ ପ୍ରସଙ୍ଗର ସମାଧାନ ପାଇଁ ତାଙ୍କ ଉପରେ ନିର୍ଭର କରୁଥିଲେ ବୋଲି ଆଡଭାନୀ କହିଛନ୍ତି ।

ବିବଙ୍ଗତ ନେତା ଅରୁଣ ଜେଟଲୀଙ୍କ ନିଧନରେ ଶୋକ ପ୍ରକଟ କରି ଆଡଭାନୀ କହିଛନ୍ତି, ସେ ଅତି ବିଚକ୍ଷଣ ଓ ବିଷ୍ଳେଶଷଣାତ୍ମକ ବ୍ୟକ୍ତି ଥିଲେ । ସେ ଜଣେ ଆକୃଷ୍ଟ ସାଂସଦ ଥିଲେ । ତାଙ୍କର ନିଧନ କେବଳ ଦଳ ପାଇଁ ନୁହେଁ ବରଂ ସମ୍ପୁର୍ଣ୍ଣ ଦେଶ ପାଇଁ ବହୁତ ବଡ଼କ୍ଷତି ବୋଲି ଆଡଭାନୀ କହିଛନ୍ତି । ଏହା ସହିତ ତାଙ୍କ ଅରାତ୍ମାର ସଦଗତି କାମନା କରିଛନ୍ତି ଆଡଭାନୀ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ଦିଲ୍ଲୀ ଏମ୍ସରେ ନିଧନ ହୋଇଛି । ୬୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.