ETV Bharat / bharat

ମୁଦ୍ରାରେ ସଜେଇ ହୋଇ ଅପୂର୍ବ ଦର୍ଶନ ଦେଲେ ପ୍ରଭୁ କୁବେରନାଥ - ମୁଦ୍ରାରେ ସଜେଇହୋଇ ଅପୂର୍ବ ଦର୍ଶନ ଦେଲେ ପ୍ରଭୁ କୁବେରନାଥ

ଶ୍ରାବଣ ମାସରେ ପ୍ରଭୁ ଭୋଳାଶଙ୍କର ଅନେକ ସ୍ଥାନରେ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଉ ଏହି ଅପୂର୍ବ ଦର୍ଶନ ଟିକିକ ପାଇବା ପାଇଁ କାହିଁ କେତେ ଦୂରରୁ ଦୌଡି ଆସେ ଭକ୍ତ । ଅଧିକ ପଢନ୍ତୁ...

ମୁଦ୍ରାରେ ସଜେଇହୋଇ ଅପୂର୍ବ ଦର୍ଶନ ଦେଲେ ପ୍ରଭୁ କୁବେରନାଥ

author img

By

Published : Aug 5, 2020, 12:47 PM IST

ଗାନ୍ଧୀନଗର: ଶେଷ ହୋଇଛି ଶ୍ରାବଣ ମାସ । ଏହି ସମୟରେ ଗୁଜାରଟର ମୋରବି ଗ୍ରୀନ ଚୌକରେ ଅବସ୍ଥିତ କୁବେରନାଥ ମହାଦେବ ମନ୍ଦିରରେ ବାବା ଭୋଳାନାଥଙ୍କ ଶୃଙ୍ଗାର ମୁଦ୍ରା ନୋଟରେ କରାଯାଇଛି । ଶ୍ରାବଣ ମାସରେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗୁଥିବାବେଳେ, ଏହି ମୁଦ୍ରାର ସାଜସଜ୍ଜା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡି ଲାଗିଥାଏ ।

40 ବର୍ଷ ପୁରୁଣା ଏହି ମନ୍ଦିରରେ ମହାଦେବ କୁବେରନାଥଙ୍କର ଏପରି ଦୃଶ୍ୟ ଦେଖିବାକୁ ଚଳିତବର୍ଷ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା । ହେଲେ କୋରୋନା ସତ୍ତ୍ବେବହୁ କଟକଣା ସହକାରେ ଭୋଳାନାଥଙ୍କୁ ଦର୍ଶ କରିଥିଲେ ଭକ୍ତ । ଏହି ସାଜସଜ୍ଜାରେ 1 ଟଙ୍କାରୁ ଆରମ୍ଭ କରି 2 ହଜାର ନୋଟ ବ୍ୟବହାର କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.