ETV Bharat / bharat

ଜାଣନ୍ତୁ ଗୁଗୁଲ ସମ୍ବନ୍ଧୀୟ କିଛି ଅଜଣା କଥା...

author img

By

Published : Sep 27, 2019, 11:03 PM IST

ଆଜି ବିଶ୍ବର ସର୍ବବୃହତ ସର୍ଚ୍ଚ ଇଞ୍ଜିନକୁ ପୁରିଛି 21 ବର୍ଷ । ଏହି ଅବସରରେ ଆସନ୍ତୁ ଜାଣିବା ଗୁଗୁଲ ସମ୍ବନ୍ଧୀୟ କିଛି ଅଜଣା କଥା ।

ଡିଜାଇନ ଫଟୋ

ଆଜି ଗୁଗୁଲକୁ ପୁରିଛି 21 ବର୍ଷ । 1998 ମସିହା ଆଜିର ଦିନରେ ମାର୍କେଟକୁ ଏଣ୍ଟ୍ରି କରିଥିଲା ଗୁଗୁଲ । ଜନ୍ମଦିନକୁ ନେଇ ଗୁଗୁଲ ଏବେ ପର୍ଯ୍ୟନ୍ତ ସମସ୍ତ ଜିନିଷରେ କିଛି ନା କିଛି ପରିବର୍ତ୍ତନ କରିଛି । ତେବେ ପଢନ୍ତୁ ଗୁଗୁଲ ସମ୍ବନ୍ଧୀୟ କିଛି ଅଜଣା କଥା...

- ବାସ୍ତବରେ ଗୁଗୁଲର ନାମ ଏକ ମ୍ୟାଥମେଟିକାଲ ଟର୍ମରୁ ନିଆଯାଇଛି । ଏହାର ଅର୍ଥ ହେଉଛି ଯାହା ଆଗରେ 100ଟି ଶୂନ ଲାଗିଥାଏ ।

- ପୂର୍ବରୁ ଗୁଗୁଲ ନାମ କିଛି ଅଲଗା ଥିଲା । ଲ୍ୟାରୀ ପେଜ ଓ ସେରଗେ ବ୍ରିନ ଯେବେ ଏହାକୁ ତିଆର କରିଥିଲେ ତାର ନାମ ଥିଲା 'Backrub' ।

- ଗୁଗୁଲ ହେଡକ୍ବାର୍ଟରେର ବହୁବାର ଛେଳି ଚରୁଥିବା ଦେଖାଦିଏ । ସବୁଜିମାକୁ ଦୃଷ୍ଟିରେ ରଖି କମ୍ପାନୀ କର୍ତ୍ତୃପକ୍ଷ ବେଳେ ବେଳେ ଲନ୍‌ ରେ ଛେଳିକୁ ଚରିବା ପାଇଁ ଛାଡିଥାନ୍ତି । କମ୍ପାନୀର କର୍ମଚାରୀମାନେ ବି କୁହନ୍ତି ସେମାନେ ବହୁବାର ଝରକା ପଟୁ ଛେଳି ଚରୁଥିବା ଦେଖିଛନ୍ତି ଯାହା ତାଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ ।

- ଗୁଗୁଲରେ ପ୍ରଥମ ଥର 1998 ମସିହା 30 ଅଗଷ୍ଟରେ ଗୁଗୁଲ-ଡୁଡୁଲ ଲଗାଯାଇଥିଲା । ନେବାଡରେ ଏକ ବର୍ନିଂ ମ୍ୟାନ ଫେଷ୍ଟିଭାଲ ଚାଲିଥିଲା । ଯାହାକୁ ଦେଖିବାକୁ ଯାଇଥିଲେ ଗୁଗୁଲ ଫାଉଣ୍ଡର ଲ୍ୟାରି ଓ ସେରଗେ । ତେବେ ବର୍ନିଂ ମ୍ୟାନ ଫେଷ୍ଟିଭାଲର ଏକ ଫଟୋ ସେମାନେ ହୋମ ପେଜରେ ରଖିଥିଲେ । ଯାହା ଦ୍ବାରା ୟୁଜର୍ସ ଜାଣିପାରିବେ ଯେ ସେ ଦୁହେଁ ଅଫିସରେ ନାହାନ୍ତି । ସେହି ସମୟରେ ଯଦି କୈଣସି ଟେକନିକାଲ ଅସୁବିଧା ହୁଏ ସେ ତାହାକୁ ଠିକ କରିପାରିବେ ନାହିଁ ।

- ଗୁଗୁଲର ସଠିକ ସ୍ପେଲିଂ ହେଉଛି google। କିନ୍ତୁ ଆପଣ ଯଦି www.gooogle.com, www.gogle.com ଏବଂ www.googlr.com ଟାଇପ କରନ୍ତି ତେବେ google ୱେବସାଇଟ ହିଁ ଖୋଲିଥାଏ । କାରଣ ଗୁଗୁଲ ଏହାକୁ ଅନ କରିଥାଏ ।

- ସ୍କୁପହୁପ୍‌ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆମେରିକାରେ ଗୁଗୁଲ କର୍ମଚାରୀଙ୍କୁ ଡେଥ୍‌ ବେନିଫିଟ୍‌ ମିଳିଥାଏ । ଯାହା ଏହି କଥାର ଗ୍ୟାରେଣ୍ଟି ଦେଇଥାଏ ଯେ କର୍ମଚାରୀଙ୍କ ଜୀବିତ ସ୍ବାମୀ ବା ସ୍ତ୍ରୀଙ୍କୁ ପ୍ରତିବର୍ଷ ତାଙ୍କ ଦରମାର 50 ପ୍ରତିଶତ ମିଳିଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.