ETV Bharat / bharat

ଏମିତି ନାଁରେ ବି ଅଛି ରାଜନୈତିକ ଦଳ - ରାଜନୈତିକ ଦଳ

ଅଜ୍ଞାନ ଆଦମି ପାର୍ଟି ନାଁରେ ଅଛି ଦଳ। କେବଳ ଅଜ୍ଞାନ ଆଦମି ପାର୍ଟି ନୁହେଁ ଏଭଳି ଅଜବ ନାମରେ ବହୁ ରାଜନୈତିକ ଦଳ ରହିଛି। ନିର୍ବାଚନ ଆୟୋଗ ଏକ ତଥ୍ୟ ପ୍ରକାଶ କରିଛି । ସେଥିରେ ଏହା ସ୍ପଷ୍ଟ ହୋଇଛି ।

ଡିଜାଇନ ଫଟୋ
author img

By

Published : Mar 28, 2019, 3:10 PM IST

ନୂଆଦିଲ୍ଲୀ: ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନ ସମ୍ପର୍କିତ ଖବର ଆପଣ ପ୍ରତ୍ୟେକ ଦିନ ଦେଖୁଥିବେ ବା ଶୁଣୁଥିବେ। କିନ୍ତୁ ଦେଶରେ ମୋଟ୍ କେତୋଟି ପଞ୍ଜିକୃତ ଦଳ ଅଛି ଆପଣ ଜାଣିଛନ୍ତି କି ? ତେବେ ନିକଟରେ ନିର୍ବାଚନ ଦେଶରେ କେତୋଟି ରାଜନୈତିକ ଦଳ ଅଛି ତାହାକୁ ନେଇ ଏକ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଦେଶରେ ପ୍ରାୟ 2300 ଦଳ ଥିବା କୁହାଯାଇଛି। ଏହା ଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ହେଉଛି ଦଳ ମାନଙ୍କର ନାମ। ଦଳ ମାନଙ୍କର ନାଁ ଏପରି ଅଛି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ଆପଣ ଆମ ଆଦମି ପାର୍ଟି ନାଁ ଶୁଣିଥିବେ କେବେ ଅଜ୍ଞାନ ଆଦାମି ପାର୍ଟି ଶୁଣିଛନ୍ତି କି ? କିନ୍ତୁ ଏହି ନାମରେ ଏକ ଦଳ ରହିଛି। ହୁଏତ ବହୁତ କମ୍‌ ଲୋକେ ଏହି ନାମ ଶୁଣିଥିବେ। ନିର୍ବାଚନ ଆୟୋଗ ରାଜନୈତିକ ଦଳର ନୂତନ ପାର୍ଟିର ନାମ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ମୁତାବକ, ଦେଶରେ 2300 ରାଜନୈତିକ ଦଳ ରହିଛି । ଏଥିରୁ 7ଟି ଜାତୀୟ ଓ 59ଟି ଆଞ୍ଚଳିକ ଦଳକୁ ମାନ୍ୟତା ପ୍ରଦାନ କରାଯାଇଛି ।

ନଜର ପକାନ୍ତୁ କିଛି ଦଳର ନାମ ଉପରେ ଯେପରି, ଗରିବ ଆଦମୀ ପାର୍ଟି, ତୁମର -ମୋର ପାର୍ଟି, ରାୟତା ଭାରତ ପାର୍ଟି, ଅପନି୍‌ ଜିନ୍ଦଗି ଅପନା ଦଳ, ପିରାମିଡ୍‌ ପାର୍ଟି ଅଫ୍ ଇଣ୍ଡିଆ, ଲେମ୍ୟାନ ପାର୍ଟି, ଗରିବ ବେରୋଜଗାର ବିକାଶ ପାର୍ଟି , ରାଷ୍ଟ୍ରୀୟ ସ୍ବଚ୍ଛ ନୀତି ପାର୍ଟି, ଅପ୍‌ନା କିଷାନ ପାର୍ଟି, ମଜଦୁର କିରାୟାଦାର ପାର୍ଟି, ବହୁଜନ ହସରତ ପାର୍ଟି, ଆପକି ଅପନି ପାର୍ଟି ଭଳି ବହୁ ଦଳର ନାମ ରହିଛି ।

ପ୍ରକାଶ ଯେ, ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ନିର୍ବାଚନ ଆୟୋଗ ନିକଟରେ 149ଟି ଦଳ ପଞ୍ଜିକରଣ କରିଛନ୍ତି । ତେବେ ରାଜନୈତିକ ଦଳ ମାନଙ୍କର ପଞ୍ଜିକରଣ ପ୍ରକିୟା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜାରି ରହଛି ।

Intro:Body:

New Delhi: Arjun Kapoor and Varun Dhawan have started a new fan club #WeLoveKK dedicated to Katrina Kaif.

Katrina Kaif, is a popular B-town celebrity who is loved and appreciated by her fans and fellow Bollywood actors including Alia Bhatt and Anushka Sharma.However Arjun and Varun claimed to have started a club called ‘We hate Katrina Kaif’ during Katrina’s early Bollywood career. They made the admission in an episode of 'Koffee with Karan'.However, it seems things have gotten better since then and all is good in the hood. Arjun Kapoor recently posted a picture that features Varun and Katrina along with him.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.