ETV Bharat / bharat

କମଲେଶଙ୍କ ପରିବାରକୁ ଯୋଗୀଙ୍କ ଆଶ୍ବାସନା,ହତ୍ୟାକାରୀଙ୍କୁ ମିଳିବ କଡ଼ା ସଜା - କମଲେଶଙ୍କ ପରିବାର

ହତ୍ୟାକାରୀକୁ ମୃତ୍ୟୁ ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀକୁ ଅଭିଯୋଗ କଲେ କମଲେଶ ତିୱାରୀଙ୍କ ପରିବାର । ହତ୍ୟାରେ ସ୍ଲଶିଂଷ୍ଟ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ଯ:ଏଏନଆଇ
author img

By

Published : Oct 20, 2019, 2:44 PM IST

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି କମଲେଶ ତିୱାରୀଙ୍କ ପତ୍ନୀ କିରନ ତିୱାରୀ । ଆଜି ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ସାକ୍ଷାତ କରିଛନ୍ତି । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ମାନଙ୍କୁ ମୃତ୍ୟୁ ଦଣ୍ଡ ଦେବା ସହ ଉଚିତ ନ୍ୟାୟ ଭିକ୍ଷା କରିଥିବା କହିଛନ୍ତି କମଲେଶଙ୍କ ପତ୍ନୀ ।

କମଲେଶ ତିୱାରୀଙ୍କ ହତ୍ୟାକାରୀଙ୍କୁ ଆଇନ ଆନୁଯାୟୀ କଠୋର ଦଣ୍ଡ ଦିଆଯିବ । ଏଥିସହିତ ପରିବାରକୁ ଉଚିତ ନ୍ୟାୟ ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।

ଆଜି କମଲେଶଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲେ । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ମଧ୍ୟ କମଲେଶଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.