ETV Bharat / bharat

ଲକ୍ ଡାଉନ୍ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସାଂସଦ - corona virus epidemic

ଦେଶର ବର୍ତ୍ତମାନ କୋରୋନାର ଆତଙ୍କ । ଏ ମଧ୍ୟରେ କେରଳର କାସରଗୋଡା ସାଂସଦ ରାଜମୋହନ ଉନ୍ନୀଥନ ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସୀମା ଖୋଲିବାକୁ ଅପିଲ କରିଛନ୍ତି ।

kerala MP
ସୁପ୍ରିମକୋର୍ଟ
author img

By

Published : Mar 30, 2020, 6:51 PM IST

ଥିରୁଅନନ୍ତପୁରମ୍: ଦେଶର ବର୍ତ୍ତମାନ କୋରୋନାର ଆତଙ୍କ । ଏ ମଧ୍ୟରେ କେରଳର କାସରଗୋଡା ସାଂସଦ ରାଜମୋହନ ଉନ୍ନୀଥନ ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସୀମା ଖୋଲିବାକୁ ଅପିଲ କରିଛନ୍ତି । ଏକ ଯାଚିକା ଦାଖଲ କରି କର୍ଣ୍ଣାଟକ ଓ କେରଳ ସୀମା ଖୋଲିବା ପାଇଁ ଅନୁମତି ଦେବା ପାଇଁ କହିଛନ୍ତି । ଆମ୍ବୁଲାନ୍ସ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପାଇଁ ଅନୁମତି ଦେବା ପାଇଁ ଯାଚିକାରେ ଅପିଲ କରାଯାଇଛି ।

କର୍ଣ୍ଣାଟକ ସରକାରଙ୍କୁ ଏକ ମାମଲା ରୁଜୁ କରିବା ପାଇଁ ଓ ଏସସିଙ୍କ ନିର୍ଦ୍ଦେଶରେ ଏକ ଏସଆଇଟି ଦଳ ଗଠନ ପାଇଁ କହିଛନ୍ତି । ସେ କହିଛନ୍ତି, ସୀମା ବନ୍ଦ ରହିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଚିକିତ୍ସା ପାଇଁ କର୍ଣ୍ଣାଟକ ଯିବାର ଥିଲା ମାତ୍ର ଲକ୍ ଡାଉନ୍ କାରଣରୁ ସେ ଯାଇପାରିନଥିଲେ ।

ପ୍ରକାଶଥାଉକି, ଦେଶରେ କୋରୋନା ଭାଇରସକୁ ନେଇ 21 ଦିନିଆ ଲକ୍ ଡାଉନ୍ ଜାରି ରହିଛି ଫଳରେ ସମସ୍ତ ରାଜ୍ୟ ଓ ଜିଲ୍ଲା ସୀମାକୁ ବନ୍ଦ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.