ETV Bharat / bharat

ପ୍ରଥମ ଦିନରେ କର୍ଣ୍ଣାଟକ ମଦ ବିକ୍ରିରୁ 45 କୋଟି ଆୟ - lockdown

ପ୍ରଥମ ଦିନରେ କର୍ଣ୍ଣାଟକ ମଦ ବିକ୍ରିରୁ 45 କୋଟି ଆୟ । ସୋମବାର ସକାଳେ ଖୋଲିଥିଲା ମଦ ଦୋକାନ । ଅଧିକ ପଢନ୍ତୁ...

Karnataka Recorded Liqour Sales Of Whopping  45 Crores on The First Day: Excise Department
ପ୍ରତିକାତ୍ମକ ଫଟୋ
author img

By

Published : May 5, 2020, 1:09 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଅବକାରୀ ବିଭାଗ ସୋମବାର ସାରା ରାଜ୍ୟରେ ମଦ ବିକ୍ରିରୁ 45 କୋଟି ଟଙ୍କା ଆୟ ହୋଇଥିବା ଘୋଷଣା କରିଛି । ମେ 4ତାରିଖରୁ ଭାରତରେ କମ ବିପଦପୂର୍ଣ୍ଣ ଜୋନରେ ସ୍ୱତନ୍ତ୍ର ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ଅନୁମତି ପରେ ମଧ୍ୟ ମଦ ଦୋକାନ ଖୋଲିବା ନେଇ ରାଜ୍ୟ ସରକାର ଅନେକ ଆଲୋଚନା କରିଥିଲେ । ଦେଶରେ ଆର୍ଥିକ ଅବସ୍ଥା ପୂର୍ବପେକ୍ଷା ମାନ୍ଦା ଚାଲୁଥିଲା । ରାଜ୍ୟରେ ରାଜସ୍ୱ ବୃଦ୍ଧି କରିବା ପାଇଁ ବିଏସୱାଇ ଏବଂ କୋ ଦ୍ୱାରା ମଦ ଦୋକାନ ଖୋଲିବା ଏକମାତ୍ର ବାଟ ଥିଲା ।

ସୋମବାର ସକାଳେ ମଦ ଦୋକାନଗୁଡ଼ିକ ସଟର ଖୋଲିବା ପୂର୍ବରୁ କେତେ ଆୟ ହେବ ବୋଲି ଚିନ୍ତା ଥିଲା । ତେବେ ସକାଳୁ ସଟର ବନ୍ଦ ହେବା ପର୍ଯ୍ୟନ୍ତ କର୍ଣ୍ଣାଟକ ଅବକାରୀ ବିଭାଗ 45 କୋଟି ଟଙ୍କା ଆୟ ହୋଇଥିବା ନେଇ ଘୋଷଣା କରିଛି । ପ୍ରାୟ 3.9 ଲକ୍ଷ ଲିଟର ବିୟର ବିକ୍ରି ହୋଇଥିଲା ଏବଂ ଦିନରେ 8.5 ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହୋଇଥିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.