ETV Bharat / bharat

ମୌଳିକ ଅଧିକାର ଉଲ୍ଲଙ୍ଘନ: 1 ଲକ୍ଷ ଟଙ୍କା ଗଣିବେ ଫେସବୁକ ଆଡମିନ

author img

By

Published : Oct 16, 2019, 4:03 PM IST

ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏକ ଫେସବୁକ ପେଜର ଆଡମିନଙ୍କୁ 1 ଲକ୍ଷ ଟଙ୍କାର ଜୋରିମାନା ଦେବାକୁ କୋର୍ଟରୁ ନିର୍ଦ୍ଦେଶ ମିଳିଛି । ଜେଡିଏସ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ସମେତ ଦଳର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ସେୟାର କରିବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି ଆଡମିନ୍ ।

ଫଟୋ ସୌଜନ୍ୟ: ଇଟିଭି ଭାରତ,ବ୍ୟୁରୋ

ବେଙ୍ଗାଲୁରୁ: ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏକ ଫେସବୁକ ପେଜର ଆଡମିନଙ୍କୁ 1 ଲକ୍ଷ ଟଙ୍କାର ଜୋରିମାନା ଦେବାକୁ କୋର୍ଟରୁ ନିର୍ଦ୍ଦେଶ ମିଳିଛି। ଜେଡିଏସ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ସମେତ ଦଳର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ସେୟାର କରିବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି ଆଡମିନ୍ । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରିଥିବା ଅଭିଯୁକ୍ତକୁ ରିମାଣ୍ଡରେ ନେଇଥିବା ମାଜିଷ୍ଟ୍ରେଟଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା, ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଓ ଦଳର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ସେୟାର କରିଥିଲେ ଫେସବୁକ ପେଜ ଆଡମିନ୍ ଜୟକାନ୍ତ । ଏ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏକ ସଭ୍ୟ ସମାଜରେ ପ୍ରତ୍ୟେକ ନାଗରିକ ସ୍ବତନ୍ତ୍ରତା ସହ ରହିବା ତାର ମୌଳିକ ଅଧିକାର ରହିଛି ବୋଲି କୋର୍ଟ ଏ ମାମଲାରେ ମତ ରଖିଛନ୍ତି ।

Intro:Body:

https://www.livelaw.in/news-updates/karnataka-hc-quashes-fir-against-facebook-group-admin-148933

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.