ETV Bharat / bharat

କର୍ଣ୍ଣାଟକ ନାଟକ; କଂଗ୍ରେସ ପରେ ଜେଡିଏସ ମନ୍ତ୍ରୀଙ୍କ ଇସ୍ତଫା, ନଜରରେ ନୂଆ ମନ୍ତ୍ରୀମଣ୍ଡଳ ! - -kumaraswamy-cabinet

୧୩ ମାସ ପୁରୁଣା କଂଗ୍ରେସ ଏବଂ ଜେଡିଏସ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଉଭୟ ଦଳ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି  । ସରକାରକୁ ସୁରକ୍ଷିତ ରଖିବା ପାଇଁ  ସକାଳେ କଂଗ୍ରେସର ୨୧ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ଜେଡିଏସର ସମସ୍ତ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଛି  ।

ଫାଇଲ ଫଟୋ
author img

By

Published : Jul 8, 2019, 5:13 PM IST

ବେଙ୍ଗାଲୁରୁ: ଚର୍ଚ୍ଚାରେ କର୍ଣ୍ଣାଟକର ରାଜନୈତିକ ଡ୍ରାମା । କଂଗ୍ରେସ-ଜେଡିଏସର ୧୩ ଜଣ ବିଧାୟକଙ୍କ ଇସ୍ତଫା ପରେ ଆରମ୍ଭ ହୋଇଥିବା ଏହି ସଙ୍କଟ ଏବେ ଧୀରେ ଧୀରେ ବଢିବାରେ ଲାଗିଛି । ୧୩ ମାସ ପୁରୁଣା କଂଗ୍ରେସ ଏବଂ ଜେଡିଏସ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଉଭୟ ଦଳ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି । ତେବେ ସରକାରକୁ ସୁରକ୍ଷିତ ରଖିବା ପାଇଁ ସକାଳେ କଂଗ୍ରେସର ୨୧ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ ଏବେ ଜେଡିଏସର ସମସ୍ତ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଛି ।

ଏହାଦ୍ବାରା ଖୁବଶୀଘ୍ର କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳର ପୁର୍ନଗଠନ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକଙ୍କୁ ମନ୍ତ୍ରୀପଦ ଦେଇ ଖୁସି କରିବାକୁ ଉଭୟ ଦଳର ମନ୍ତ୍ରୀ ମାନେ ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡିଛି । ଯେଉଁ ବିଧାୟକମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କୁ ମନ୍ତ୍ରୀପଦ ଦିଆଯିବ ଏବଂ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରାଯିବ​‌ ବୋଲି ଜଣା ପଡିଛି ।

Intro:Body:

sfss

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.