ETV Bharat / bharat

ମହାସଙ୍କଟରେ ମେଣ୍ଟ: ଜିଦରେ ଅଟଳ ବିଦ୍ରୋହୀ ବିଧାୟକ - resign

ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସର 13 ଜଣ ବିଧାୟକ କୌଣସି ମତେ ଦଳକୁ ଫେରିବୁ ନାହିଁ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jul 7, 2019, 9:55 PM IST

ବେଙ୍ଗାଲୁର: କର୍ଣ୍ଣାଟକ ସରକାର ଉପରେ ଏବେ ସଙ୍କଟର କଳାବାଦଲ ଖେଳି ଯାଇଛି । ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର 13 ଜଣ ବିଧାୟକଙ୍କୁ ମନାଇବାକୁ ଉଭୟ ଦଳର ବରିଷ୍ଠ ନେତାମାନେ ପ୍ରୟାସ କରୁଥିବା ବେଳେ ସେମାନଙ୍କ ପ୍ରୟାସ ବୃଥା ହୋଇଥିବା ନଜର ଆସିଛି । କାରଣ ଏହି ଅସନ୍ତୁଷ୍ଟ ବିଧାୟକ କୌଣସି ମତେ ଦଳକୁ ଫେରିବୁ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ।

ଇସ୍ତଫା ଦେଇ ମୁମ୍ବାଇ ଚାଲିଯାଇଥିବା ବିଧାୟକ ଏସଟି ସୋମଶେଖର ରବିବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ 10 ଜଣ ବିଧାୟକ ଏଠାରେ ଅଛୁ । ଆମେ ଇସ୍ତଫା ଦେଇସାରିଛୁ ଏବଂ ଏନେଇ ରାଜ୍ୟପାଳଙ୍କୁ ମଧ୍ୟ ସୂଚନା ଦେଇସାରିଛୁ । ଆମେ 13 ଜଣ ବିଧାୟକ କୌଣସି ମତେ ଇସ୍ତଫା ଫେରାଇବୁ ନାହିଁ କି କଂଗ୍ରେସର ବିଧାୟକ ଦଳ ବୈଠକରେ ଯୋଗ ଦେବୁ ବୋଲି ସେ କହିଛନ୍ତି ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.