ETV Bharat / bharat

ସାମାଜିକ ଦୂରତ୍ବକୁ ନେଇ ଲୋକଙ୍କ ବେଖାତିର ମନୋଭାବ, ଭିଡରେ କିଣୁଛନ୍ତି ପରିବା - ସାମାଜିକ ଦୂରତ୍ବ ଉଲ୍ଲଂଘନ

ସରକାରଙ୍କ ଠାରୁ ଆରମ୍ଭ କରି ଅଭିନେତା, କ୍ରୀଡାଜଗତ ପକ୍ଷରୁ କୋରୋନା ଭାଇରାସ ନିମନ୍ତେ ସଚେତନତା ବାର୍ତ୍ତା ଦିଆଯାଉଥିଲେ ମଧ୍ୟ ଲୋକେ ସାମାଜିକ ଦୂରତାକୁ ନେଇ ଗମ୍ଭୀର ହେଉ ନାହାଁନ୍ତି । ଯାହାର ଜ୍ବଳନ୍ତ ଉଦାହରଣ କର୍ଣ୍ଣାଟକର ଏକ ପରିବା ମାର୍କଟରେ ଦେଖିବାକୁ ମିଳିଛି ।

ସାମାଜିକ ଦୂରତ୍ବକୁ ନେଇ ଲୋକଙ୍କ ବେଖାତିର ମନଭାବ, ଭିଡରେ କିଣୁଛନ୍ତି ପରିବା
corona virus
author img

By

Published : Mar 28, 2020, 10:55 AM IST

ବେଙ୍ଗାଲୁରୁ: ବିଶ୍ବରେ କୋରୋନା ସଂଘାତିକ ରୂପ ନେଲାଣି । ବର୍ତ୍ତମାନ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 873କୁ ଛୁଇଁଛି । ଏହି ମହାମାରୀକୁ ହରେଇବାକୁ ହେଲେ ସାମାଜିକ ଦୂରତ୍ବ ନିହାତି ଜରୁରୀ । କିନ୍ତୁ ଏବେ ବି ଅନେକ ଭାରତୀୟ ନାଗରିକ ଏହାର ଗୁରୁତ୍ବ ବୁଝୁ ନାହାଁନ୍ତି ।

ଏହାର ଖୁଲମ୍‌ଖୁଲା ଉଲ୍ଲଂଘନ ହୋଉଥିବାର ଦୃଶ୍ୟ କର୍ଣ୍ଣାଟକର ଏକ ପରିବା ମାର୍କେଟରେ ଦେଖିବାକୁ ମିଳିଛି । ଲୋକେ ଗଡାଗ ସ୍ଥିତ କୃଷି ଉତ୍ପାଦନ ବଜାର କମିଟି(ଏପିଏମ୍‌ସି) ଠାରେ ପରିବା କିଣିବା ସମୟରେ ସାମାଜିକ ଦୂରତ୍ବ ଅବଲମ୍ବନ ନକରି ଭିଡ ଜମେଇ ପରିବା କିଣୁଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.