ETV Bharat / bharat

ଏଫଆଇଆର ଗ୍ରହଣ ନକରିବା ପଡିଲା ମହଙ୍ଗା; ଥାନା ଓ ରାସ୍ତା ସଫା କରିବେ ପୋଲିସ ଅଧିକାରୀ

author img

By

Published : Dec 28, 2020, 9:42 AM IST

ଏଫଆଇଆର ଗ୍ରହଣ ନକରିବାରୁ ଥାନା ଏସଏଚଓଙ୍କୁ ଥାନା ଓ ପାଖ ରାସ୍ତାକୁ ସଫା କରିବାର ଦଣ୍ଡ ଦେଲେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ...

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଅଦ୍ଭୁତ ରାୟ
କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଅଦ୍ଭୁତ ରାୟ

ବେଙ୍ଗାଲୁରୁ : ଏଫଆଇଆର ଗ୍ରହଣ ନକରିବା ପଡିଲା ମହଙ୍ଗା । ଥାନାର ଏସଏଚଓଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଥାନା ଓ ପାଖ ରାସ୍ତାକୁ ସଫା କରିବାର ଦଣ୍ଡ ଦେଲେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ।

ଘଟଣା ଅନୁଯାୟୀ, ପୁଅର ଅପହରଣ ହେବା ଘଟଣାରେ ମା’ ତାରାବାଈ ନିକଟସ୍ଥ ଥାନାରେ ଏଫଆଇଆର କରିବା ପାଇଁ ଗୁହାରି କରିଥିଲେ। ହେଲେ ଏହାକୁ ଗ୍ରହଣ କରିନଥିଲେ ଥାନାର ଏସଏଚଓ ।

ଯାହାକୁ ନେଇ 55 ବର୍ଷିୟା ମା’ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଜଷ୍ଟିସ ଏସ ସୁନିଲ ଦତ୍ତ ଯାଦବ ଏବଂ ଜଷ୍ଟିସ ପି କୃଷ୍ଣାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ସମ୍ପୃକ୍ତ ଏସଏଚଓଙ୍କ ବିରୋଧରେ ଏପରି ଦଣ୍ଡ ବିଧାନର ଆଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.