ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖିବାକୁ ମିଳିଛି ବନ୍ୟାର କରାଳ ରୂପ । ଅନେକ ଅଞ୍ଚଳ ଏବେ ମଧ୍ୟ ପାଣି ଘେରରେ ରହିଛି। ଗତ ଚାରି ପାଞ୍ଚ ଦିନ ଧରି ଉଦ୍ଧାରକାରୀଙ୍କ ଉଦ୍ଧାର ଅଭିଯାନ ଜାରି ରହିଥିବା ହାମ୍ପି ଠାରେ କହିଛନ୍ତି ଏୟାର ମାର୍ସାଲ ଏସକେ ଘୋଟିଆ କହିଛନ୍ତି ।
ଅନ୍ୟପକ୍ଷରେ ଲୋକଙ୍କୁ ଉଦ୍ଧାର କରାଯିବା ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିବା କହିଛନ୍ତି ସେ ।