ETV Bharat / bharat

ପପୁଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଆଣିବେ ଦୂତି - kanhaiya poster dispute

କହ୍ନେୟା ପୋଷ୍ଟରକୁ ନେଇ ଏବେ ମୁହାଁମୁହିଁ ଦୂତୀ ଆଉ ପପୁ। ତେବେ ପପୁ ଦୂତୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ କରି ଦୂତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Aug 21, 2019, 5:29 AM IST

Updated : Aug 21, 2019, 8:48 AM IST

ଭୁବନେଶ୍ବର: ପୋଷ୍ଟର ଅଡୁଆ କମ ବଡୁଛି ଷ୍ଟାରଙ୍କ ବିବାଦ। କହ୍ନେୟା ପୋଷ୍ଟରକୁ ନେଇ ଏବେ ମୁହାଁମୁହିଁ ଦୂତୀ ଆଉ ପପୁ। ତେବେ ପପୁ ଦୂତୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ କରି ଦୂତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ଖବର ଅନୁଯାୟୀ, ବିବାଦୀୟ ଫିଲ୍ମ ପୋଷ୍ଟର କହ୍ନେୟାକୁ ନେଇ କମେଡି କିଙ୍ଗ ପପୁ ପମପମ ଭୁଲ ପରେ ଭୁଲ କରିଚାଲିଛନ୍ତି। ପ୍ରଥମେ ଫିଲ୍ମର ପୋଷ୍ଟରକୁ ନେଇ କିଛି ଜାଣିନାହାଁନ୍ତି ତାଙ୍କ ଅଜାଣତରେ ଏସବୁ ହୋଇଛି କହି ସଫେଇ ଦେଇଥିଲେ ପପୁ। ଏହାପରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପପୁ କହିଥିଲେ ଦୌଡ଼ ରାଣୀ ଦୂତି ମୋର ଫିଲ୍ମକୁ ବିରୋଧ କରିବା ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନକୁ ଦେଖନ୍ତୁ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏ ପରିପ୍ରେକ୍ଷୀରେ ଦୁତି ନିଜର ମତ ରଖିବା ସହ କହିଛନ୍ତି ସେ ପପୁଙ୍କୁ ବ୍ୟକ୍ତିଗତ ସ୍ତରରେ କିଛି ବିରୋଧ କରି ନାହାଁନ୍ତି। ସେ ଫିଲ୍ମର ପୋଷ୍ଟରକୁ ବିରୋଧ କରିଛନ୍ତି। ତେବେ ପପୁ କିଭଳି ଭାବରେ ସର୍ବ ସମ୍ମୁଖରେ ତାଙ୍କ ବ୍ୟକ୍ତିଗତ କଥା ଉଠାଇଛନ୍ତି । ଏହା ଉପରେ ନିହାତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ଦୂତି ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପପୁ ଙ୍କ ଉପରେ ଦୁତି ନେବେ ଆଇନ ଗତ କାର୍ଯ୍ୟ ଅନୁଷ୍ଠାନ

Body:ପପୁ ଙ୍କ ଉପରେ ଦୁତି ନେବେ ଆଇନ ଗତ କାର୍ଯ୍ୟ ଅନୁଷ୍ଠାନ
ବିବାଦୀୟ ଫିଲ୍ମ ପୋଷ୍ଟର କୁ ନେଇ କମେଡି କିଙ୍ଗ ପପୁ ପମ ପମ ଭୁଲ ପରେ ଭୁଲ କରି ଚାଲିଛନ୍ତି। ପ୍ରଥମେ ଫିଲ୍ମ ର ପେଷ୍ଟର କୁ ନେଇ ମୁ କିଛି ଜାଣି ନାହିଁ ମୋର ଅଜାଣତରେ ହୋଇଛି କହି ସଫେଇ ଦେବା ତା ପରେ ଏକ ନିର୍ଦିଷ୍ଟ ଗଣ ମାଧ୍ୟମରେ ରେ ପପୁ କହି ଥିଲେ ଦୌଡ଼ ରାଣୀ ଦୁତି ମୋର ଫିଲ୍ମ କୁ ବିରେଧ କରିବା ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନ କୁ ଦେଖନ୍ତୁ। ଏ ପରିପ୍ରେକ୍ଷୀ ରେ ଦୁତି ନିଜର ମତ ରଖି କହିଛନ୍ତି ମୁ ପପୁ ଙ୍କୁ ବ୍ୟକ୍ତିଗତ ସ୍ତର ରେ କିଛି ବିରେଧ କରି ନାହିଁ ମୁ ଫିଲ୍ମ ର ପୋଷ୍ଟର କୁ ବିରେଧ କରିଛି , ପପୁ କିଭଳି ଭାବରେ ସର୍ବ ସମୂଖ ରେ ମୋର ନିଜର ବ୍ୟକ୍ତିଗତ କଥା ଉଠାଇଛନ୍ତି ,ମୁ ୟା ଉପରେ ନିହାତି ଆଇନ ଗତ କାର୍ଯ୍ୟ ଅନୁଷ୍ଠାନ ନେବି ବୋଲି ଦୁତି ପ୍ରକାଶ କରିଛନ୍ତି।

Conclusion:
Last Updated : Aug 21, 2019, 8:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.