ETV Bharat / bharat

କମଲେଶ ତିୱାରୀ ହତ୍ୟାକାଣ୍ଡ: ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟାର ଖୁଲାସା

author img

By

Published : Oct 23, 2019, 5:38 PM IST

Updated : Oct 23, 2019, 6:58 PM IST

ବୁଧବାର ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀ ହତ୍ୟାକାଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଖୁଲାସା କରାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ଲକ୍ଷ୍ନୌ: ବୁଧବାର ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀ ହତ୍ୟାକାଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଖୁଲାସା କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ କିଭଳି ଭାବରେ ହତ୍ୟା କରାଯାଇଛି ତାହା ପର୍ଦ୍ଦାଫାଶ ହୋଇଛି । ରିପୋର୍ଟରେ ତାଙ୍କୁ ପ୍ରଥମେ ଗୁଳି ମାରିବା ଓ ପରେ ଧାରୁଆ ଛୁରୀରେ 15 ଥର ଆଟାକ କରାଯାଇଛି । ଛୁରୀରେ ଆକ୍ରମଣ କରିବା ଫଳରେ ତାଙ୍କ ବେକରେ 12 ସେଣ୍ଟିମିଟର ଲମ୍ବା ଓ 3 ସେଣ୍ଟିମିଟର ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଗଳା କାଟିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

18 ଅକ୍ଟୋବରରେ ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଲେଶ ତିୱାରୀଙ୍କୁ ଦିନ ଦ୍ବିପ୍ରହରରେ ତାଙ୍କ ବାସବଭନ ସ୍ଥିତ ଅଫିସରେ ହତ୍ୟା କରାଯାଇଥିଲା । ତାଙ୍କୁ ପ୍ରଥମେ ତାଙ୍କୁ ଛୁରି ଓ ପରେ ଗୁଳି ମାଡ କରି ପରେ ହତ୍ୟା କରାଯାଇଥିବା ସୂଚନା ରହିଥିଲା, ମାତ୍ର ପୋଷ୍ଟମର୍ଟମ ରିପୋର୍ଟ ପରେ ତାଙ୍କୁ ପ୍ରଥମେ ଗୁଳି ଓ ପରେ ଛୁରିରେ ଗଳାକାଟି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।

ସୂଚନା ଯୋଗ୍ୟ ଯେ ଏହି ହତ୍ୟାକାଣ୍ଡ ପରେ ପୋଲିସ ସୁରଟରୁ ମୌଲନା ଶେଖ, ଫୈଜାନ ଶେଖ ଏବଂ ରସିଦ ପଠାନକୁ ଗିରଫ କରାଯାଇଥିଲା । ଏହାସହ ମଙ୍ଗଳବାର ଦିନ ଗୁଜରାଟ ଏଟିଏସ ଅଶଫାକ ଏବଂ ମୋଇନୁଦ୍ଦୀନକୁ ଗିରଫ କରିଥିଲା । ଗୁଜରାଟ ଏବଂ ରାଜସ୍ଥାନ ସୀମାରୁ ଦୁଇଜଣଙ୍କୁ ଗିରଫ କରାଯାଇଥିଲା । ହତ୍ୟାକଣ୍ଡର ପାଞ୍ଚ ଦିନ ପରେ ପୁଲିସ ସମସ୍ତ ଅପରାଧୀଙ୍କୁ ଗିରଫ କରିଛି ।

Intro:Body:

https://www.etvbharat.com/hindi/chhattisgarh/bharat/bharat-news/lord-rama-performed-shradh-of-father-dasaratha-at-dasharatha-ghat-in-shahdol/na20191023081304573

https://www.etvbharat.com/english/national/jagte-raho/crime-news/up-two-bird-smugglers-arrested-in-ghaziabad-5-owls-recovered/na20191023053327578

Two bird smugglers arrested in Ghaziabad, 5 owls recovered

ଗଜିଆବାଦରେ 2 ପକ୍ଷୀ ତସ୍କର ଗିରଫ, 5 ପେଚା ଉଦ୍ଧାର

ଗଜିଆବାଦରେ ବଳି ଯୋଜନାକୁ ପଣ୍ଡ କଲା ପୋଲିସ । ପକ୍ଷୀ ଚାଲାଣ ବେଳେ 2 ତସ୍କର ଗିରଫ । ଅଧିକ ପଢନ୍ତୁ..

ଲକ୍ଷ୍ନୌ: ଚାରିଆଡେ ଦୀପାବଳିର ମାହୋଲ । ଏହି ଦିନମାନଙ୍କରେ କୁ-ପ୍ରଥା ରହିଛି ବଳି ପକାଇବାର । ଯାହାକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ଲୁଚା ଛପାରେ କିନ୍ତୁ ଏହା ଅନେକ ସ୍ଥାନରେ ଜାରି ରହିଛି । ଯାହାକୁ ନେଇ ମଧ୍ୟପ୍ରଦେଶର ଗଜିଆବାଦ ପୋଲିସ ମଙ୍ଗଳବାର 2 ଜଣ ପକ୍ଷୀ ତସ୍କରଙ୍କୁ ଗିରଫ କରିଛି । ଏହାସହିତ ଅଭିଯୁକ୍ତଙ୍କ ଠାରୁ 5ଟି ଦୁର୍ଲଭ ପ୍ରଜାତିର ପେଚା ଜବତ କରିଛି । 

ସୂଚନାମୁତାବକ, ଆଗକୁ ଦିପାବଳୀ ଥିବା ବେଳେ ଉକ୍ତ ପେଚାଙ୍କୁ ବଳି ପକାଇବା ପାଇଁ ଯୋଜନା ଚାଲିଥିଲା । ଯେଉଁଥିପାଇଁ 

ପକ୍ଷୀ ତସ୍କର କୁ-ପ୍ରଥା ନାଁରେ ବଳିଦେବାକୁ ଯୋଜନା କରିଥିବା ଜଣେ ବ୍ୟକ୍ତିକୁ ବିକ୍ରି କରିବା ନେଇ ଯାଉଥିଲେ । ଏହି ଖବର ମିଳିବାପରେ ଉଭୟଙ୍କୁ ଗିରଫ କରିଛି ପୋଲିସ ।  ଏମାନଙ୍କର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି । କାରଣ ଦୀପାବଳି ସମୟରେ ଏମାନଙ୍କ ଚାହିଦା ବେଶ ଅଧିକ ରହିଥିବା ସୂଚନା ଦେିଛନ୍ତି  ଗଜିଆବାଦ ଏସପି ମନିଶ ମିଶ୍ରା । 

ପରେ ଜବତ ହୋଇଥିବା 5ଟି ପେଚାଙ୍କୁ ବନ ବିଭାଗ ଅଧିକାରୀଙ୍କୁ ଦିଆଯାଇଛି ।

--------------------------------------------------------------

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

https://www.etvbharat.com/hindi/chhattisgarh/state/bilaspur/ajit-jogi-has-accused-the-past-and-present-government-of-the-elephant-problem-in-bilaspur/ct20191023071644020

Conclusion:
Last Updated : Oct 23, 2019, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.