ETV Bharat / bharat

ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ ସୋମବାର ଶପଥ ନେବେ ଏସ୍‌.ଏ. ବୋବଡେ - ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବୋବଡେ

ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବରେ ଦାୟିତ୍ବ ଗ୍ରହଣ କରିବେ ଶରଦ ଅରବିନ୍ଦ ବୋବଡେ । ସୋମବାର ଦେଶର ୪୭ତମ ପ୍ରଧାନ ବିଚାରପତି ଭାବରେ ସେ ଶପଥ ଗ୍ରହଣ କରିବେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 17, 2019, 5:27 PM IST

ନୂଆଦିଲ୍ଲୀ: ରବିବାର ଅର୍ଥାତ ୧୭ ନଭେମ୍ବରରେ ଅବସର ନେଇଛନ୍ତି ସୁପ୍ରିମକୋର୍ଟର 46ତମ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ । ଏହାପରେ ପରବର୍ତ୍ତୀ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବରେ ଦାୟିତ୍ବ ଗ୍ରହଣ କରିବେ ଶରଦ ଅରବିନ୍ଦ ବୋବଡେ । ସୋମବାର ଦେଶର ୪୭ତମ ପ୍ରଧାନ ବିଚାରପତି ଭାବରେ ସେ ଶପଥ ଗ୍ରହଣ କରିବେ ।

ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ(63) ନଭେମ୍ବର 18 ତାରିଖରୁ ସେ ଦେଶର ପ୍ରଧାନ ବିଚାରପତି ଦାୟିତ୍ବ ଭାର ସମ୍ଭାଳିବେ । ୨୦୨୧ ଏପ୍ରିଲ୍‌ ୨୩ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ । ପୂର୍ବରୁ ଜଷ୍ଟିସ ବୋବଡେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ବ ସମ୍ପାଦନ କରିଛନ୍ତି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.