ETV Bharat / bharat

ଅଳିଆଗଦାରୁ ଉଦ୍ଧାର ଶିଶୁକନ୍ୟାକୁ ଆପଣେଇବେ ସାମ୍ବାଦିକ ଦମ୍ପତି

ଅଳିଆଗଦାରେ ପଡିଥିବା ଶିଶୁକନ୍ୟା ଏବେ ପାଇବ ପରିଚୟ। ଶିଶୁକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆଗେଇ ଆସିଛନ୍ତି ସାମ୍ବଦିକ ଦମ୍ପତି ବିନୋଦ କାପ୍ରି ଏବଂ ନ୍ୟୁଜ ଆଙ୍କର ସାକ୍ଷୀ ଜୋଶୀ ।

author img

By

Published : Jun 17, 2019, 12:03 PM IST

ଫଟୋ ସୌଜନ୍ୟ : ଟ୍ବିଟର@vinodkapri

ଜୟପୁର: ରାଜସ୍ଥାନର ନାଗୌର ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରାସ୍ତା କଡ ଅଳିଆଗଦାରେ ପଡି ରାହାଧରି କାନ୍ଦୁଥିଲା କଅଁଳ ଶିଶୁ । ସ୍ଥାନୀୟ ଲୋକଙ୍କ କାନରେ ପଡିଥିଲା କାନ୍ଧ। ଲୋକେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ଅଲୋଡା ଶିଶୁର ପରିଚୟ ନେଇ ସେ ଚିକିତ୍ସିତ ହେଉଥିଲା ହସ୍ପଟାଲରେ । ଠିକ ଏହି ସମୟରେ ଦେବତା ସାଜି ଆସିଛନ୍ତି ସାମ୍ବାଦିକ ଦମ୍ପତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ।

ଭିଡିଓ ସୌଜନ୍ୟ : ଟ୍ବିଟର@vinodkapri

ସେମାନେ ଦେବେ ଏହି ଅଲୋଡା ଶିଶୁକୁ ପରିଚୟ । ଆଉ ତା ନାମ କହିବା ପୂର୍ବରୁ କେହି ଅଲୋଡା ଶବ୍ଦଟି ବ୍ୟବହାର କରିବେ ନାହିଁ । ସାମ୍ବାଦିକ ଦମ୍ପତି ଆଇନ ଅନୁଯାୟୀ ଶିଶୁକନ୍ୟାକୁ ପୋଷ୍ୟଭାବେ ଗ୍ରହଣ କରିବା ପାଇଁ ଚେଷ୍ଟାଜାରି ରଖିଛନ୍ତି । ତେବେ ଏହି ସାମ୍ବାଦିକ ହେଲେ ବିନୋଦ କାପ୍ରି ଏବଂ ନ୍ୟୁଜ ଆଙ୍କର ସାକ୍ଷୀ ଜୋଶୀ । ପିଲାଟିର ନାମ ପିହୁ ରଖାଯିବ ବୋଲି ସ୍ଥିର କରିଛି କାପ୍ରି ପରିବାର।

ଭିଡିଓ ସୌଜନ୍ୟ : ଟ୍ବିଟର@vinodkapri

ବର୍ତ୍ତମାନ ପିହୁ ରାଜସ୍ଥାନ ନାଗୌରର ଜେଏଲଏନ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଧିରେ ଧିରେ ସେ ସୁସ୍ଥ ହେବାରେ ଲାଗିଛି। ହସ୍ପିଟାଲର ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ବିନୋଦ । କିଛିଦିନ ତଳେ ଶିଶୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଦମ୍ପତି ପିଲାଟିକୁ ନେବା ପାଇଁ ଆଗେଇ ଆସିଥିଲେ।

Anchor :

ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟ ଶିଖାଉଛନ୍ତି ଆତ୍ମନିରଭରତା ଯେଉଁ  ଥିରେ ତାଙ୍କୁ ମିଳୁଛି ଆନନ୍ଦ । ଏମିତି ଜଣେ ମହିଳା ହେଉଛନ୍ତି ଜ୍ୟୋତ୍ସ୍ନାରାଣୀ ସାହୁ ଯିଏ କେବଳ ଗରିବ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ କରାଇ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣି ପାରୁଛନ୍ତି ଦୀର୍ଘ 10ବର୍ଷ ହେଲାଣି ସେ ଏଭଳି କରି ଆସୁଛନ୍ତି ଆଖପାଖ ଗାଁର 60ରୁ ଅଧିକ ଗରିବ ଯୁବତୀଙ୍କୁ ସେ ସ୍ବାବଲମ୍ବୀ କରାଇବାରେ ସଫଳ ହୋଇ ପାରିଛନ୍ତି ତାଙ୍କର ଏହି ମହାନ କାମ ପାଇଁ ସେ ଅଞ୍ଚଳବାସୀଙ୍କ ଦିଦି ପାଲଟି ଯାଇଛନ୍ତି ଏହି ନାରୀ ଜଣକ ହେଉଛନ୍ତି ଅନୁଗୋଳ ଜିଲ୍ଲାର ।

Vo-1                           

ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ଶଙ୍ଖପୁର ଗାଁର ବାସିନ୍ଦା ଜ୍ୟୋତ୍ସ୍ନା ରାଣୀ ସାହୁ ସ୍ବାମୀ ବିଜୟ କୁମାର ଦାସ ଓ ଛୋଟ ଝିଅକୁ ନେଇ ତାଙ୍କର ସଂସାର ପ୍ରାୟ 12 ବର୍ଷ ପୁର୍ବେ ତାଙ୍କର ଏକ 7ବର୍ଷର ପୁଅ କୈାଣସି କାରଣରୁ ମୃତ୍ୟୁ ବରଣ କଲା ଏହାପରେ ଉଭୟ ଜ୍ୟୋତ୍ସ୍ନା ଓ ବିଜୟ ବେଶ ଭାଙ୍ଗି ପଡ଼ିଲେ ସମାଜ ମଙ୍ଗଳ କାମ କରିବେ କିଛି ଅର୍ଥ ଯୋଗାଡ଼ କଲେ ବନ୍ତଳା ଛକରେ ଏକ ସିଲେଇ କେନ୍ଦ୍ର ଖୋଲିଲେ ଗାଁ ଗାଁ ବୁଲି ପ୍ରତ୍ୟକ ଗାଁରୁ ଅତି କମରେ 5ଜଣ ଲେଖାଏଁ ଗରିବ ଯୁବତୀଙ୍କୁ ଘରୁ ଡ଼ାକି ଆଣି ମାଗଣାରେ ସିଲେଇ ଶିକ୍ଷା ଦେଲେ ସେମାନଙ୍କୁ ସବୁ ପ୍ରକାର କଟିଂ ଓ ଷ୍ଟିଚିଂ ଶିକ୍ଷା ଦେଲେ ବର୍ଷ ପରେ ବର୍ଷ ବିତିଲା ଦଳ ଦଳ ଯୁବତୀ ଏହି କେନ୍ଦ୍ରରୁ ସିଲେଇ ଶିକ୍ଷା ସାରି ଗଲେ ଏବେ 50ରୁ ଅଧିକ ଯୁବତୀ ନିଜେ ସିଲେଇ ମେଶିନ କିଣି ନିଜ ନିଜ ଘରେ ସିଲେଇ କରୁଛନ୍ତି ବେଶ ଦିପଇଶା ରୋଜଗାର କରି ପାରୁଛନ୍ତି 60ରୁ ଅଧିକ ଯୁବତୀ ସ୍ବାବଲମ୍ବୀ ହୋଇ ପାରିଛନ୍ତି ଆଗକୁ ମଧ୍ୟ ଜ୍ୟୋତ୍ସ୍ନାରାଣୀ ତାଙ୍କର ଏଭଳି ପ୍ରୟାସ ଜାରି ରଖିବାକୁ ସ୍ଥିର କରିଛନ୍ତି

Byte – 1 ଜ୍ୟୋତ୍ସ୍ନାରାଣୀ ସାହୁ

Byte – 2 ରୀତା ସାହୁ (ତାଲିମ ନେଉଥିବା ଯୁବତୀ)

Byte – 3 ସବିତା ସାହୁ (ତାଲିମ ନେଉଥିବା ଯୁବତୀ)

ଭି.ଓ.2-

ତାଙ୍କର ଏହି ନିଶା ଓ ଲକ୍ଷ ଅଭାବ ଆଗରେ ହାର ମାନିଛି ଗତ କିଛି ବର୍ଷ ପୁର୍ବେ ତିତିଲି ବାତ୍ୟାରେ ସିଲେଇ କେନ୍ଦ୍ରଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା ସବୁ ମେଶିନ ପାଣିରେ ଭାଷି ଯାଇଥିଲା ଫଳରେ କିଛି ଦିନ ବନ୍ଦ କରିବାକୁ ପଡ଼ିଥିଲା କେନ୍ଦ୍ର ଚିନ୍ତାରେ ଭାଙ୍ଗି ପଡ଼ିଲେ ଜ୍ୟୋତ୍ସ୍ନା ନିଜର ପେଟ ପୋଷିବା ଠାରୁ ଶିକ୍ଷା ନେଉଥିବା ଯୁବତୀ ମାନଙ୍କ ପାଇଁ ଅଧିକ ଦୁଖ ଅନୁଭବ କଲେ କିନ୍ତୁ ଧାର କରଜ କରି ପୁଣି ଆରମ୍ଭ କରିବାରେ ସକ୍ଷମ ହେଲେ ଏବେ ପୁର୍ବ ଭଳି ଚାଲିଛି ସିଲେଇ କେନ୍ଦ୍ର 10ରୁ ଅଧିକ ଯୁବତୀ ତାଲିମ ନେଉଛନ୍ତି ଏମାନଙ୍କ ପରେ ପୁଣି କିଛି ଯୁବତୀଙ୍କୁ ଆଣି ଶିଲେଇ ଶିକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ଜ୍ୟାତ୍ସ୍ନାରାଣୀ ତାଙ୍କର ଏହି କାମ ପାଇଁ ବନ୍ତଳା ଅଞ୍ଚଳରେ ସେ ଦିଦି ଭାବେ ବେଶ ପରିଚିତ ହୋଇ ପାରିଛନ୍ତି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଞ୍ଚଳର ଗାଁଗଣ୍ଡାର ଗରିବ ଯୁବତୀ ମାନଙ୍କ ପାଇଁ ସରକାର ଯାହା କରି ପାରିଲେ ନାହିଁ ଦିଦି ତାହା କରି ଦେଖାଇଛନ୍ତି

Byte – 4  ବିଜୟ କୁମାର ଦାସ (ଜ୍ୟୋତ୍ସ୍ନାଙ୍କ ସ୍ବାମୀ)

Byte – 5 କ୍ଷିରୋଦ କୁମାର ସାହୁ (ଅଞ୍ଚଳବାସୀ)

Final Vo

-ସରକାର ମହିଳା ଶସକ୍ତି କରଣ କଥା କହୁଛନ୍ତି ସବୁ କ୍ଷେତ୍ରରେ ମହିଳା ମାନଙ୍କୁ ସୁଯୋଗ ଦେବା ତଥା ମହିଳାଙ୍କ ବିକାଶ ନାରା ଦେଉଛନ୍ତି କିନ୍ତୁ ଗାଁ ଗହଳରେ ଥିବା ଅର୍ଦ୍ଧ ଶିକ୍ଷିତ ଗରିବ ଯୁବତୀ ମାନଙ୍କ ଅବସ୍ଥାରେ କୈାଣସି ପରିବର୍ତ୍ତନ ହେଉ ନାହିଁ ଜ୍ୟାତ୍ସ୍ନାରାଣୀ ସେମାନଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା କେବଳ ସରକାରଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ପାରିବ

   ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

visual on ftp  

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.