ETV Bharat / bharat

JNU ହିଂସା: ଦେଶର କିଛି ବିଚାରକ ବିଷାକ୍ତ ସାପ ସଦୃଶ, ଉମା ଭାରତୀ - ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ

ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ହିଂସାକୁ ନେଇ ଉପରେ ବୟାନ ଦେଇଛନ୍ତି । ବୁଧବାର ସେ କହିଛନ୍ତି ଯେ ଦେଶରେ କିଛି ବିଚାରକ ରହିଛନ୍ତି ଯେଉଁମାନେ ଏକ ସ୍ବତନ୍ତ୍ର ଧରଣର ସାପ ସଦୃଶ । ଅଧିକ ପଢନ୍ତୁ...

jnu violence bjp leader uma bharti
ଫାଇଲ ଫଟୋ
author img

By

Published : Jan 9, 2020, 3:45 AM IST

ଭୋପାଳ: ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ହିଂସାକୁ ନେଇ ଉପରେ ବୟାନ ଦେଇଛନ୍ତି । ବୁଧବାର ସେ କହିଛନ୍ତି ଯେ ଦେଶରେ କିଛି ବିଚାରକ ରହିଛନ୍ତି ଯେଉଁମାନେ ଏକ ସ୍ବତନ୍ତ୍ର ଧରଣର ସାପ ସଦୃଶ । ଏମାନଙ୍କର ସଂଖ୍ୟା କମ ମାତ୍ର ସେମାନେ ଅତ୍ୟନ୍ତ ବିଷାକ୍ତ । ଏହିମାନେ ଦେଶର ମାହୋଲକୁ ବିଷାକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି । ଆମକୁ ଏହି ପରିସ୍ଥିତିକୁ ଠିକ୍‌ କରିବା ଜରୁରୀ ଏବଂ ଆମେ ଏହାକୁ କରି ଦେଖାଇବୁ ବୋଲି କହିଛନ୍ତି ।

jnu violence bjp leader uma bharti
ଫଟୋ ସୌଜନ୍ୟ: ଏଏନଆଇ

ଉମା ଭାରତୀଙ୍କ ପୂର୍ବରୁ ବିଜେପି ନେତା ସାକ୍ଷୀ ମହାରାଜ ଜେଏନୟୁ ହିଂସା ଉପରେ ବିବାଦୀୟ ବୟାନ ଦେଇଛନ୍ତି । ସାଂସଦ ସାକ୍ଷୀ ମହାରାଜ ଦୀପିକା ପାଦୁକୋନ ଜେଏନୟୁ କ୍ୟାମ୍ପସ ପରିଦର୍ଶନ ପରେ କହିଥିଲେ ଯେ, ଦୀପିକା ପାଦୁକୋନଙ୍କ ଭଳି ଲୋକେ ଟୁକଡେ-ଟୁକଡେ ଗ୍ୟାଙ୍ଗର ଅଂଶୀଦାର ରହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଗତ ରବିବାର ରାତିରେ ହିଂସାକାଣ୍ଡ ଓ ଜେଏନୟୁ ଛାତ୍ରଙ୍କୁ କିଛି ମୁଖା ପିନ୍ଧା ଦୃବୁର୍ତ୍ତଙ୍କ ମାଡ ଘଟଣାରେ ପୂରା ଦେଶରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି ।

Intro:Body:

c

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.