ETV Bharat / bharat

JNU ହିସାଂକାଣ୍ଡ: ସିସିଟିଭି ଫୁଟେଜ ଜାରି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - CCTV footage to Delhi Police soon

JNU ହିସାଂକାଣ୍ଡକୁ ନେଇ କଠୋର ହୋଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏ ଘଟଣାର ତଦନ୍ତରେ ତତ୍ପରତା ପାଇଁ ପୋଲିସକୁ ତାଗିଦ କରିଛନ୍ତି। 2ଟି ହ୍ବାଟସାପ୍ ଗ୍ରୁପ ସଦସ୍ୟଙ୍କ ମୋବାଇଲ ଜବତ ପାଇଁ ନିର୍ଦ୍ଦେଶ ଦେଇଛି କୋର୍ଟ। ଅଧିକ ପଢନ୍ତୁ...

JNU ହିସାଂକାଣ୍ଡ: ତୁରନ୍ତ ସିସିଟିଭି ଫୁଟେଜ ଜାରି କରିବାକୁ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିର୍ଦ୍ଧେଶ
_JNU administration
author img

By

Published : Jan 14, 2020, 1:32 PM IST

ନୂଆଦିଲ୍ଲୀ: ଗତ ଜାନୁୟାରୀ 5 ତାରିଖରେ ହୋଇଥିବା ଜେଏନୟୁ ହିଂସାକାଣ୍ଡକୁ ନେଇ କଠୋର ହୋଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏ ଘଟଣାରେ ତଦନ୍ତରେ ତତ୍ପରତା ପାଇଁ ଦିଲ୍ଲୀ ପୋଲିସକୁ ତାଗିଦ କରିଛନ୍ତି। ଏହାସହ ଜେଏନୟୁ କତ୍ତୃପକ୍ଷଙ୍କୁ ଖୁବଶୀଘ୍ର ହିସାଂକାଣ୍ଡର ସିସିଟିଭି ଫୁଟେଜ ଓ ପ୍ରମାଣପତ୍ରକୁ ଦିଲ୍ଲୀ ପୋଲିସ ପାଖରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଏପଟେ କିଛି ସମୟ ଭିତରେ 2ଟି ହ୍ବାଟସାପ୍ ଗ୍ରୁପ ସଦସ୍ୟଙ୍କ ମୋବାଇଲ ଜବତ ପାଇଁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କୋର୍ଟଙ୍କ ପକ୍ଷରୁ ଏକ ନୋଟିସ ସୋସିଆଲ ମିଡିଆ ସାଇଟ ଉଦ୍ଦେଶ୍ୟରେ ଜାନୁୟାରୀ 13 ତାରିଖରେ ଜାରି ହୋଇଥିଲେ। ଯେଉଁଥିରେ ଫେସବୁକ୍,ଗୁଗଲ,ହ୍ବାଟସାପ୍ ସମସ୍ତ ସୋସିଆଲ ନେଟୱାର୍କିଂ ସାଇଟ ରହିଥିଲା।

ଏ ହିଂସାକାଣ୍ଡ ଘଟଣାର ଶୁଣାଣି ସମୟରେ ଜେଏନୟୁ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ ଓ ସମସ୍ତ ତଥ୍ୟ ପ୍ରମାଣ ସହ ଉପସ୍ଥିତ ରହିବାକୁ ଦିଲ୍ଲୀ ପୋଲିସ ଜଣାଇଛନ୍ତି। ହେଲେ ଏବେ ସୁଦ୍ଧା ରିପୋର୍ଟର କୌଣସି ଉତ୍ତର ରଖିନାହାଁନ୍ତି ଜେଏନୟୁ କର୍ତ୍ତୃପକ୍ଷ।

ଏପଟେ ବିଶ୍ବବିଦ୍ୟାଳୟର ତିନି ଜଣ ପ୍ରଫେସରଙ୍କ ଦ୍ବାରା ଏକ ପିଟିସନ ଫାଇଲ ହୋଇଛି। ଯେଉଁଥିରେ ହିଂସାକାଣ୍ଡର ସିସିଟିଭି ଫୁଟେଜ ଓ ବିଭିନ୍ନ ପ୍ରମାଣପତ୍ରକୁ ସଂରକ୍ଷିତ ରଖିବାକୁ କୁହାଯାଇଛି। ଜେଏନୟୁ ହିଂସାକାଣ୍ଡ ପୂର୍ବ ଯୋଜନା ମୁତାବକ କରାଯାଇଛି। ସମସ୍ତ ପ୍ରମାଣକୁ ଜେଏନୟୁ କର୍ତ୍ତୃପକ୍ଷ ନଷ୍ଟ କରିଦେବାର ସମ୍ଭାବନା ରହିଥିବା ଦାଖଲ ହୋଇଥିବା ପିଟିସନରେ ଦର୍ଶାଯାଇଛି।

ସେହିପରି କୂଳପତି ଜଗଦୀଶ କୁମାରଙ୍କୁ ବହିଷ୍କାର ଦାବିରେ ଅଡି ବସିଛନ୍ତି ଶିକ୍ଷକ ସଙ୍ଘ। ସେପଟେ କ୍ଲାସ ନଯାଇ ଫି ବୃଦ୍ଧି ବିରୁଦ୍ଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି।

Intro:नई दिल्ली। दिल्ली हाईकोर्ट ने जेएनयू प्रशासन को निर्देश दिया है कि वो पिछले 5 जनवरी को हुई हिंसा से संबंधित सीसीटीवी फुटेज दिल्ली पुलिस को सौंपे। कोर्ट ने जेएनयू प्रशासन को जल्द साक्ष्य उपलब्ध कराने का निर्देश दिया।

Body:मोबाइल जब्त करने का आदेश
कोर्ट ने दिल्ली पुलिस को निर्देश दिया कि वो व्हाट्सऐप ग्रुप फ्रेंड्स ऑफ आरएसएस और युनिटी अगेंस्ट लेफ्ट के ग्रुप के सदस्यों के मोबाइल फोन तुरंत जब्त करें।
सोशल मीडिया साईट्स को नोटिस जारी किया था
पिछले 13 जनवरी को कोर्ट ने फेसबुक, गूगल और व्हाट्स एप्प को नोटिस जारी किया था। सुनवाई के दौरान दिल्ली पुलिस ने कहा था कि जेएनयू प्रशासन को सीसीटीवी फुटेज के साथ और अधिक जानकारी देने के लिए पत्र लिखा गया है। लेकिन जेएनयू प्रशासन द्वारा अभी पत्र का कोई जवाब नहीं दिया है। 
तीन प्रोफेसरों ने याचिका दायर किया था
 याचिका जेएनयू के तीन प्रोफेसरों ने दायर किया था।याचिका में कहा गया था कि घटना के दौरान के सीसीटीवी फुटेज, हिंसा से जुड़ी सूचनाएं और साक्ष्यों को संरक्षित करने के लिए दिशा-निर्देश जारी किए जाएं। याचिका में कहा गया था कि उन व्हाट्सऐप ग्रुप की सूचनाओं को संरक्षित किया जाए जिनके जरिए इस हमले की योजना बनाई जाने का संदेह है। याचिका में कहा गया था कि उन्हें आशंका है कि प्रशासन के सहयोग से इन साक्ष्यों नष्ट किया जा सकता है।

Conclusion:नकाबपोश लोगों का हाथ होने की आंशका
आपको बता दें कि पिछले 5 जनवरी को जेएनयू में हुई हिंसा में कुछ नकाबपोश लोगों का हाथ होने की आंशका जाहिर की जा रही है। पुलिस ने अभी इस मामले में कोई गिरफ्तारी नहीं की है।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.