ETV Bharat / bharat

ଶରଜିଲକୁ ରିମାଣ୍ଡରେ ପଠାଇଲେ ଜାହାନାବାଦ କୋର୍ଟ - transit remand of Sharjeel Imam

ବିହାରର ଜାହାନାବାଦ କୋର୍ଟ ଦିଲ୍ଲୀ ପୋଲିସର ଅନୁରୋଧ କ୍ରମେ ଶରଜିକୁ ଟ୍ରାଞ୍ଜିଟ ରିମାଣ୍ଡରେ ପଠାଇଛନ୍ତି । ଦେଶଦ୍ରୋହ ମାମଲାରେ ଗିରଫ ହୋଇଛି ଶରଜିଲ । ଅଧିକ ପଢନ୍ତୁ...

ଶରଜିଲକୁ ଟ୍ରାନଜିଷ୍ଟ୍‌ ରିମାଣ୍ଡରେ ପଠାଇଲେ ଜାହାନାବାଦ କୋର୍ଟ

author img

By

Published : Jan 28, 2020, 9:16 PM IST

ପାଟନା: ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଶରଜିଲ ଇମାମକୁ ଟ୍ରାଞ୍ଜିଟ ରିମାଣ୍ଡରେ ପଠାଇଯାଇଛି । ବିହାରର ଜାହାନାବାଦ କୋର୍ଟ ଦିଲ୍ଲୀ ପୋଲିସର ଅନୁରୋଧ କ୍ରମେ ଶରଜିକୁ ଟ୍ରାଞ୍ଜିଟ ରିମାଣ୍ଡରେ ପଠାଇଛନ୍ତି । ଶରଜିଲକୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଦିଲ୍ଲୀ ପୋଲିସ । ଦେଶ ବିରୋଧୀ ବୟାନ ଦେଇଥିବାରୁ ରବିବାର ଇମାମକୁ ଦିଲ୍ଲୀ ପୋଲିସ ଜାହାନାବାଦରୁ ଗିରଫ କରିଥିଲା ।

ଶରଜିଲକୁ ଟ୍ରାନଜିଷ୍ଟ୍‌ ରିମାଣ୍ଡରେ ପଠାଇଲେ ଜାହାନାବାଦ କୋର୍ଟ

ଶାହିନବାଗରେ ପ୍ରଦର୍ଶନରେ ଉତ୍ତଜନାମୂଳକ ଭାଷଣ ଦେଇଥିଲେ ଛାତ୍ର ଶରଜିଲ ଇମାମ । ଦେଶ ବିରୋଧୀ ବୟାନ ଦେଇଥିବା ଯୋଗୁଁ ଇମାମଙ୍କ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା । ଏ ନେଇ ବିହାର ଓ ଉତ୍ତରପ୍ରଦେଶ ସମେତ 4 ରାଜ୍ୟର ପୋଲିସ ତାଙ୍କୁ ଖୋଜୁଥିଲା । ଏହା ମଧ୍ୟରେ ସୋମବାର ଶରଜିଲର ସାନ ଭାଇ ମୁଜମ୍ମିଲ ଇମାମଙ୍କ ସମେତ ଅନ୍ୟ ୨ଜଣଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଥିଲା ପୋଲିସ। ତେବେ ମଙ୍ଗଳବାର ଶରଜିଲକୁ ଗିରଫ କରାଯାଇଛି । ଆସାମକୁ ଭାରତରୁ ଅଲଗା କରିବା ପାଇଁ ନିଜ ଭଷଣରେ କହିଥିଲା ଶରଜିଲ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.