ETV Bharat / bharat

ପୋଷ୍ଟର ମାଧମରେ ଲାଲୁଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ଜେଡିୟୁ

ରାଷ୍ଟ୍ରୀୟ ଜନତା ଦଳ ଅଧ୍ଯକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ 73 ତମ ଜନ୍ମଦିନ ଅବସରରେ ସମ୍ପତ୍ତିର ଅପବ୍ୟବହାର ଅଭିଯୋଗ ଆଣି ପୋଷ୍ଟର ମାଧ୍ୟମରେ ଟାର୍ଗେଟ କରିଛନ୍ତି ଜନତା ଦଳ (ୟୁନାଇଟେଡ୍) ।

poster war
ପୋଷ୍ଟର ମାଧମରେ ଲାଲୁଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଜେଡି(ୟୁ)
author img

By

Published : Jun 11, 2020, 2:13 PM IST

ପାଟନା: ପୋଷ୍ଟର ଦ୍ବାରା ଲାଲୁଙ୍କୁ ଟାର୍ଗେଟ କଲା ଜନତା ଦଳ (ୟୁନାଇଟେଡ୍) । ରାଷ୍ଟ୍ରୀୟ ଜନତା ଦଳ ଅଧ୍ଯକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ 73 ତମ ଜନ୍ମଦିନ ଅବସରରେ ସମ୍ପତ୍ତିର ଅପବ୍ୟବହାର ଅଭିଯୋଗ ଆଣି ପୋଷ୍ଟର ମାଧ୍ୟମରେ ଟାର୍ଗେଟ କରିଛି ଜନତା ଦଳ (ୟୁନାଇଟେଡ୍) ।

ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ରାଜନୈତିକ ପ୍ରଭାବ ବ୍ୟବହାର କରି ହାସଲ କରିଥିବା 73 ସମ୍ପତ୍ତିର ଏକ ତାଲିକା ପାଟନାରେ ଜେଡି(ୟୁ) ଦ୍ୱାରା ପୋଷ୍ଟରରେ ତାଲିକାଭୁକ୍ତ କରାଯାଇଛି।

ପୋଷ୍ଟରରେ ଏହା ମଧ୍ୟ ଲେଖାଯାଇଛି ଯେ, ରାଜନୈତିକ ପାୱାର ଦ୍ୱାରା ମିଳିଥି୍ବା ସମ୍ପତ୍ତି ତାଲିକା ଏପର୍ଯ୍ୟନ୍ତ ଚାଲିଛି ।

ପ୍ରକାଶ ଥାଉକି, ଗତ ବର୍ଷରୁ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜେଡି(ୟୁ) ଏବଂ ଆରଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ ଚାଲିଆସୁଛି । ଯାହା ଚଳିତ ବର୍ଷ ଶେଷ ହେବ ବୋଲି ଆଶା କରାଯାଉଛି।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.